ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ମୃତ
5/11/2019 at 9:17 AM

ବିହାର ୦୫।୧୧ : ବିହାର ମୁଜାରଫରପୁରରେ ବିଳମ୍ବିତ ରାତିରେ ଟ୍ରକ ଓ ଅଟୋ ମଧ୍ୟରେ ମହାଁମୁହିଁ ଧକ୍କାରେ ୩ ଜଣ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ମୁଜାଫରପୁର ମାଜିଷ୍ଟ୍ରେଟ ଏ.ଆର୍ ଘୋଷ ସୂଚନା ଦେଇଛିନ୍ତି ।
Related Posts
ବିନା ତଥ୍ୟରେ ନିରାଧାର ବୟାନ ନଦିଅନ୍ତୁ ପ୍ରଧାନମନ୍ତ୍ରୀ : ନାରାୟଣସାମୀ
26 February 2021