ରାଜଧାନୀରେ ୫୯ତମ ପୋଲିସ ସହିଦ ଦିବସ ପାଳିତ

Published By : Prameya-News7 Bureau | October 21, 2018 IST

ଭୁବନେଶ୍ୱର ୨୧/୧୦ : ଆଜି ଭୁବନେଶ୍ୱର ଠାରେ ୫୯ତମ ପୋଲିସ ସହୀଦ ଦିବସ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ ଯୋଗ ଦେଇଥିଲେ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ ରାଜ୍ୟରୁ ସହୀଦ ହୋଇଥିବା ୪୧୪ ଜଣ ସହୀଦଙ୍କ ସ୍ମୃତି ଚାରଣ କରାଯାଇଥିଲା । ଓଡିଶାରୁ ସହୀଦ ହୋଇଥିବା କନଷ୍ଟେବଲ ସଞ୍ଜୟ ମାଝିଙ୍କ ବଳିଦାନକୁ ସମସ୍ତେ ମନେ ପକାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.