ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୫୮ତମ ଜାତୀୟ ଓପନ୍ ଆଥେଲେଟିକ୍ ମିଟ୍

Published By : Prameya-News7 Bureau | September 25, 2018 IST

ଭୁବନେଶ୍ବର ୨୫|୯: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ୫୮ତମ ଜାତୀୟ ଓପନ୍ ଆଥେଲେଟିକ୍ ମିଟ୍ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୬ଶହ ଖେଳାଳି ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଆଥଲେଟିକ୍ ଫେଡେରେସନ୍ ଏବଂ ଓଡିଶା ଆଥଲେଟିକ୍ ଆସୋସିଏସନ୍ ମିଳିତ ଭାବେ ଏହି ଚାମ୍ପିଅନସିପକୁ ଆୟୋଜନ କରୁଛନ୍ତି । ଶହେରୁ ଅଧିକ ଜାତୀୟ ରାଜ୍ୟ ଅଫିସିଆଲ ଏହି ମିଟକୁ ପରିଚାଳନା କରୁଛନ୍ତି । ଆଜି ସଂଧ୍ୟା ୬ଟାରେ ଆଥେଲେଟିକସ୍ ମିଟ୍ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ୨୮ସେପ୍ଟେମ୍ବର ଯାଏ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.