Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବେକାବୁ କରୋନା: ଵୃଦ୍ଧାଶ୍ରମରୁ ୫୬ ପଜିଟିଭ୍, ୧୪ ଜଣଙ୍କ ସ୍ଥିତି ଗମ୍ଭୀର

20/04/2021 at 1:30 PM

ମୁମ୍ବାଇ ୨୦/୦୪ : ମହାରାଷ୍ଟ୍ରରେ କରୋନା ମାମଲା ହ୍ରାସ ପାଇବାର ନାଁ ନେଉନାହିଁ। ସୋମବାର ଦିନ ମହାରାଷ୍ଟ୍ରରୁ ୫୮ ହଜାର ୯୨୪ ନୂଆ ମାମଲା ସାମ୍ନାକୁ ଆସିଛି। ସୋମବାର ଦିନ ୩୫୧ ଜଣଙ୍କର ମୃତ୍ୟୁ ହୋଇଛି। ନବୀ ମୁମ୍ବାଇ ସ୍ଥିତ ଏକ ଵୃଦ୍ଧାଶ୍ରମରୁ ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ଵୃଦ୍ଧାଶ୍ରମରେ ମୋଟ ୬୧ଜଣ ରୁହନ୍ତି। ଏମାନଙ୍କ ମଧ୍ୟରୁ ୫୬ ଜଣ ସଂକ୍ରମିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ସଂକ୍ରମଣ ସଂଖ୍ୟା ୩୮ ଲକ୍ଷ ୯୮ ହଜାର ୨୬୨ ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୬୦ ହଜାର ୮୨୪ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା ୩୧ ଲକ୍ଷ ୫୯ ହଜାର ୨୪୦ ଜଣ ସୁସ୍ଥ ହୋଇଛନ୍ତି। ମୁମ୍ବାଇରେ ସର୍ବାଧିକ ୭୩୮୨, ନାଗପୁରରୁ ୫୦୮୬, ପୁନେରୁ ୪୬୨୬ ମାମଲା ସାମ୍ନାକୁ ଆସିଛି।

   Related Posts