Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

୫୪ ବୋତଲ ବିଦେଶୀ ମଦ ଜବତ, ବେପାରୀ ଗିରଫ

14/10/2020 at 10:06 PM

ବାଲିପାଟଣା୧୪/୧୦: ବାଲିଅନ୍ତା ଅବକାରୀ ବିଭାଗ ପକ୍ଷରୁ ଗଡକଣ୍ଟଣିଆ ଠାରେ ଚଢାଉ କରି ୫୪ ବୋତଲ ବିଦେଶୀ ମଦ ସହ ବେଆଇନ୍ ଭାବେ ମଦ ବ୍ୟବସାୟ କରୁଥିବା ମଦ ବେପାରୀକୁ ଗିରଫ କରିଛି । ଏହା ସହ ମଦ ବ୍ୟବସାୟରେ ବ୍ୟବହୃତ ହୋଣ୍ଡା ଆକ୍ଟିଭା ଗାଡ଼ି ଜବତ କରିଛି ଅବକାରୀ ବିଭାଗ । ଗିରଫ ମଦ ବେପାରୀ ହେଲେ କଇଜଙ୍ଗା ଗ୍ରାମର ରାଜକିଶୋର ମେକାପ ।

   Related Posts