୫୪ ବୋତଲ ବିଦେଶୀ ମଦ ଜବତ, ବେପାରୀ ଗିରଫ
14/10/2020 at 10:06 PM

ବାଲିପାଟଣା୧୪/୧୦: ବାଲିଅନ୍ତା ଅବକାରୀ ବିଭାଗ ପକ୍ଷରୁ ଗଡକଣ୍ଟଣିଆ ଠାରେ ଚଢାଉ କରି ୫୪ ବୋତଲ ବିଦେଶୀ ମଦ ସହ ବେଆଇନ୍ ଭାବେ ମଦ ବ୍ୟବସାୟ କରୁଥିବା ମଦ ବେପାରୀକୁ ଗିରଫ କରିଛି । ଏହା ସହ ମଦ ବ୍ୟବସାୟରେ ବ୍ୟବହୃତ ହୋଣ୍ଡା ଆକ୍ଟିଭା ଗାଡ଼ି ଜବତ କରିଛି ଅବକାରୀ ବିଭାଗ । ଗିରଫ ମଦ ବେପାରୀ ହେଲେ କଇଜଙ୍ଗା ଗ୍ରାମର ରାଜକିଶୋର ମେକାପ ।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021