Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||

କଟକ: ୫୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାଶ, ମାଷ୍ଟରମାଇଣ୍ଡ୍ ଗିରଫ

1/01/2021 at 4:51 PM

କଟକ୧/୧: କଟକରେ କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାଶ। ମିଳିଥିବା ସୂଚନା ମୁତାବକ, ୫୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ କାରବାର ଚାଲିଥିଲା। ୨୨ଟି ଜାଲ ସଂସ୍ଥା ନାଁରେ ଚାଲିଥିଲା ଠକେଇ। ଏହି ଠକେଇ କାରବାରର ମାଷ୍ଟରମାଇଣ୍ଡ୍ ସନ୍ଦୀପ ମହାନ୍ତିକୁ ବାଲିଅନ୍ତା ଅଞ୍ଚଳରୁ ଗିରଫ କରାଯାଇଛି। ଏ ସଂପର୍କରେ ଜିଏସ୍‌ଟି କମିଶନର ଏସ୍‌.କେ ଲୋହାନୀ ସୂଚନା ଦେଇଛନ୍ତି।

ନିକଟରେ ଭୁବନେଶ୍ବରସ୍ଥିତ ରାମ ମନ୍ଦିର ସାମ୍ନାରେ ଥିବା ଏକ ପଞ୍ଚ ତାରକା ହୋଟେଲରେ ଜିଏସ୍‌ଟି ଠକେଇ କାରବାର ଚାଲିଥିଲା। ଏହି ଠକେଇର ପର୍ଦ୍ଦାଫାଶ କରିଥିଲେ ଜିଏସ୍‌ଟି ଅଧିକାରୀ। ଏହି ଠକେଇ କାରବାରରେ ୩ ଜଣ ଜିଏସ୍‌ଟି ଅଧିକାରୀ ସମେତ ଜଣେ ବ୍ୟବସାୟୀ ସଂପୃକ୍ତ ଥିବା ଜିଏସ୍‌ଟି ଅଧିକାରୀ ସୂଚନା ଦେଇଥିଲେ। ଏହସହ ୧୦ ଲକ୍ଷ ଟଙ୍କା ଜବତ ମଧ୍ୟ କରାଯାଇଥିଲା।

   Related Posts