୫୧ ଜଣ ଡିଏସ୍ପି ଓ ଏସିପିଙ୍କ ବଦଳି
4/11/2019 at 10:34 PM

ଭୁବନେଶ୍ୱର ୦୪।୧୧- ୫୧ ଜଣ ଡିଏସ୍ପି ଓ ଏସିପିଙ୍କୁ ବଦଳି କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଡିଏସ୍ପି, ଏସ୍ଡିପିଓ ରାଙ୍କର ପୁଲିସ ଅଧିକାରୀମାନଙ୍କୁ ବଦଳି କରାଯାଇଥିବା କଟକ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦେବଜ୍ୟୋତି ଦାଶଙ୍କୁ କଟକ ଟ୍ରାଫିକ୍ର ଏସିପି ଭାବେ ନିଯୁକ୍ତିଦିଆଯାଇଛି ।

ସ୍ୱାତ୍ତିକ ପଣ୍ଡାଙ୍କୁ ଭୁବନେଶ୍ୱର ଟ୍ରାଫିକ୍ ଏସିପି ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ରାଉରକେଲା ଶାନ୍ତା ନୂତନ ସମାଦଙ୍କୁ ରାଉରକେଲା ପିସିଆର ସେଲ୍ ଓ ଟ୍ରାଫିକ ଡିଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି ।

Related Posts
ନଦୀରେ ଭାସୁଛି ନବଜାତକର ମୃତଦେହ, ପେଟିରେ ପୁରାଇ ଫିଙ୍ଗାଯାଇଛି !
26 January 2021
ରାଇରଙ୍ଗପୁରରେ ୭୨ତମ ସାଧାରଣତନ୍ତ୍ର ଦିବସ, ନିରାଡ଼ମ୍ବର ଭାବେ ପାଳିତ
26 January 2021