Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅନଲାଇନ୍ ଠକେଇ : କୋରିୟର ସଂସ୍ଥା ନାଁ ନେଇ ଯୁବତୀଙ୍କ ଆକାଉଣ୍ଟରୁ ଲୁଟି ନେଲେ ୫୦ ହଜାର

12/10/2019 at 1:08 PM

ରାଉରକେଲା ୧।୧୦:  ଅନଲାଇନ୍ ଲୁଟେରାଙ୍କ ଶିକାର ହେଲେ ପୁଣି ଜଣେ ଯୁବତୀ । ଡିଟିଡିସି କୋରିୟର କମ୍ପାନୀ ନାଁ ନେଇ ଯୁବତୀଙ୍କ ଆକାଉଣ୍ଟରୁ ଲୁଟି ନେଲେ ୫୦ ହଜାର ଟଙ୍କା। ୟୁପିଆଇ ଆଇଡି ଦ୍ବାରା ପେଟିଏମ ଆକାଉଣ୍ଟ ମାଧ୍ୟମରେ ନେଲେ ଟଙ୍କା।

ସୂଚନାଯୋଗ୍ୟ ଯେ, ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ରହୁଥିବା ଗରୀମା ଅଗ୍ରୱାଲଙ୍କ ଜଣେ ସମ୍ପର୍କୀୟ ଅନଲାଇନରୁ କିଛି ଜିନିଷ ମଗାଇଥିଲେ । ଆଉ ଡେରି ହେବାରୁ ସେ ଗୁଗଲରୁ କୋରିଅର ସଂସ୍ଥାର ନମ୍ବର ବାହାରକରି ଗରୀମାଙ୍କୁ ଚେକ୍ କରିବାକୁ କହିଥିଲେ। ହେଲେ ଏହା ଥିଲା ଅନଲାଇନ ଠକଙ୍କ ଫ୍ରଡ଼ ନମ୍ବର। ଯେଉଁ ନମ୍ବରରେ କଲ୍ କଲା ପରେ ଡିଟିଡିସ କୋରିଅରରୁ କହୁଛି, ୧୦ ଟଙ୍କା ପେମେଣ୍ଟ ପାଇଁ କୋରିଅର ଡେଲିଭରି ହୋଇପାରୁନି। ଏହାକୁ କରିବା ପାଇଁ କହି ସେ ପେଟିଏମର ଏକ ଲିଙ୍କ୍ ଦେଇଥିଲା। ଲିଙ୍କ୍ ମାଧ୍ୟମରେ ପେମେଣ୍ଟ କରିବାରୁ ଏହାପରେ ସଂଗେ ସଂଗେ ଗରୀମାଙ୍କ ଆକାଉଣ୍ଟରୁ ୩ ଥରରେ ୫୦ହଜାର ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥିଲା। ଏହାକୁ ନେଇ ଗରୀମା ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି ।

   Related Posts