ଜୁଆ ଆଡ୍ଡାରେ ଚଢାଉ : ୫୦ରୁ ଅଧିକ ଜୁଆଡି ଗିରଫ

Published By : Prameya-News7 Bureau | October 13, 2019 IST

ଗଞ୍ଜାମ ୧୩/୧୦: ବ୍ରହ୍ମପୁର ସହରରେ ଜୁଆ ଆଡ୍ଡାରେ ଚଢାଉ ହୋଇଛି। ଆଜି ୭ଟି ଜୁଆ ଆଡ୍ଡା ଉପରେ ଚଢାଉ କରି ୫୦ରୁ ଅଧିକ ଜୁଆଡିଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଏହା ସହ ନଗଦ ୨ଲକ୍ଷ ୪୫ହଜାର ୨୩୦ ଟଙ୍କା ଏବଂ ୨୫ଟି ମୋବାଇଲ ଜବତ ହୋଇଛି ।

{"id":169611}

ସେହିପରି ରାୟଗଡା ଗୁଣୁପୁରରେ ୩ଟି ଜୁଆ ଆଡ୍ଡାରେ ଚଢାଉ କରାଯାଇ ୨୨ ଜଣଙ୍କୁ ଗିରଫ କରାଯିବା ସହ ୨୫ ହଜାର ଟଙ୍କା ଜବତ କରାଯାଇଛି ।

{"id":169612}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.