Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ବଦଳିଲେ ରାଜ୍ୟର ୫୦ ଡିଏସ୍‌ପି ଓ ଏଏସ୍‌ପି ; ଜାଣନ୍ତୁ କିଏ ଗଲେ କେଉଁଠିକୁ

13/02/2019 at 3:27 PM

ଭୁବନେଶ୍ବର ୧୩|୨: ପ୍ରଥମେ ଆଇଏଏସ ଓ ଆଇପିଏସ ସ୍ତରରେ ଅଦଳବଦଳ ପରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଡିଏସପି ଓ ଆଡିସନାଲ ଏସପି ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ୫୦ଜଣ ଡିଏସପି ଓ ଏଏସପିଙ୍କୁ ବଦଳି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସ ଶେଷ ସପ୍ତାହରେ ବା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବ । ନିର୍ବାଚନକୁ ଆଖି ଆଗରେ ରଖି ସରକାର ବିଭିନ୍ନ ସ୍ତରରେ ଅଦଳବଦଳ କରିବାରେ ଲାଗିଛନ୍ତି । କେଉଁ ଡିଏସପି ଓ ଏଏସପିମାନେ କେଉଁଠିକୁ ଗଲେ ସେଥିପାଇଁ ଆପଣ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଦେଖନ୍ତୁ ।

   Related Posts