ବରଗଡ଼୨୭/୮: ଦନ୍ତା ନଦୀରେ ଭାସିଗଲା ୫ ବର୍ଷର ଶିଶୁ। ଏନ୍ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପାଣିରେ ଭାସି ଯାଇଥିବା ଶିଶୁକନ୍ୟା ହେଉଛନ୍ତି ଡି. ସତ୍ୟ ରାଜଙ୍କୁ ୫ ବର୍ଷର ଝିଅ ହର୍ଷିନୀ। ବରଗଡ ଜିଲ୍ଲା ସରଲା ଗାଁ ନିକଟରେ ଏଭଳି ଅଘଟଣ ଘଟିଛି। ଛୋଟ ଝିଅର ନିଖୋଜ ପରେ ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...