Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଡମ୍ଫର ଦୁର୍ଘଟଣାରେ ୫ବର୍ଷର ପୁଅ ମୃତ : ବାପା, ମାଆ ଏବଂ ସାନଭାଇ ଗୁରୁତର

23/09/2019 at 5:02 PM

ରାଉରକେଲା ୨୩/୯: ରାଉରକେଲା କଲୁଙ୍ଗା ଗୋରଭଙ୍ଗା ସ୍ମୁଲ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାପା ମାଆ ସହ ଦୁଇ ପୁଅ ବାଇକରେ ଗୋରଭଙ୍ଗାରୁ କଲୁଙ୍ଗା ସାପ୍ତାହିକ ହାଟକୁ ଯାଉଥିବାବେଳେ ସାମ୍ନାପଟୁ ଏକ ଚିପ୍ସ ବୋଝେଇ ଡ଼ମ୍ପର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୫ବର୍ଷର ପୁଅ ଶୁଭମର ମୃତ୍ୟୁ ହୋଇଛି ।

ମାଆ ଆହତ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ୩ବର୍ଷର ପୁଅ ସହ ବାପା ତିଲେଶ୍ବର ସା ଆଇଜିଏଚରେ ଭର୍ତି ହୋଇଛନ୍ତି । ଦୁର୍ଘଟଣା ପରେ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବୀ କରି ସ୍ଥାନୀୟ ଲୋକେ ଅନେକ ସମୟ ଧରି ରାସ୍ତାରୋକ କରିଥିଲେ । ସ୍ଥାନୀୟ ପୋଲିସ ସହ ପ୍ରଶାସନିକ ଅଧକାରୀ ଘଟଣାସ୍ଥଳକୁ ଯାଇ ବୁଝା ସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇ ଡ଼ମ୍ପର ଚାଳକ ଫେରାର ହୋଇଯାଇଛି ।

   Related Posts