Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ମୋବାଇଲରେ ଗେମ ଦେଖେଇବା ବାହାନାରେ ୫ ବର୍ଷର ଶିଶୁ ସହ ଦୁଷ୍କର୍ମ

7/02/2019 at 2:15 PM

ସୁରଟ ୭/୨ : ନିରୀହ ଶିଶୁଙ୍କ ସହ ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି | ମୋବାଇଲରେ ଗେମ ଦେଖାଇବା ବାହାନାରେ ଏକ ୫ ବର୍ଷର ଶିଶୁ ସହ ଦୁଷ୍କର୍ମ କରିଛି ଯୁବକ |


ଗୁଜରାଟ ସୁରଟ ଜିଲ୍ଲାର ପଣ୍ଡେସରା ଥାନା ଅଂଚଳରେ ଘଟିଛି ଏଭଳି ଅମାନୁଷିକ ଘଟଣା | ବୁଧବାର ସନ୍ଧ୍ୟାରେ ଶିଶୁଙ୍କ ପଡୋଶୀରେ ରହୁଥିବା ଉତ୍ତର ପ୍ରଦେଶର ୨୯ ବର୍ଷ ବୟସ୍କ ସନ୍ତୋଷ ଶ୍ରୀରାମ ଗୁପ୍ତା ଶିଶୁକୁ ନିଜ ଘରକୁ ଡାକିଥିଲା | ଶିଶୁଟି ସେତେବେଳେ ଘର ବାହାରେ ଖେଳୁଥିଲା | ଅଭିଯୁକ୍ତ ଶିଶୁକୁ ମୋବାଇଲରେ ଗେମ ଦେଖେଇବା ବାହାନାରେ ନିଜ ଘରକୁ ଡାକିଥିଲା | ଶିଶୁ ଆସିବା ପରେ ତାକୁ ଘର ଭିତରକୁ ଡାକି ଶିଶୁ ସହ ଦୁଷ୍କର୍ମ କରିଥିଲା | ଏହାପରେ ଶିଶୁକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ବାହାରେ ଚଡି ଦେଇଥିଲେ | ଶିଶୁର ମା’ ଶିଶୁକୁ ଘର ବାହାରୁ ଉଦ୍ଧାର କରିଥିଲେ | ଶିଶୁଙ୍କ ମା’ ଏବଂ ପାଖ ପଡୋଶୀ ସନ୍ତୋଷ ଉପରେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ | ପୋଲିସ ସନ୍ତୋଷ ଗିରଫ କରି ପଚରାଉଚୁରା କରିବାରୁ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲା | ଶିଶୁକୁ ଛକିତ୍ସା ପାଇଁ ସୁରଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |


ପୋଲିସ ପୋକସୋ ଆକ୍ଟ ଆଧାରରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛି |

   Related Posts