ମହାକାଳପଡାରେ ୫-ଟି ସଚିବ, ଆଖଡ଼ାଶାଳିଠାରେ ନଦୀଭିତ୍ତିକ ବନ୍ଦର ସ୍ଥାନ ପରିଦର୍ଶନ କଲେ ୫-ଟି ସଚିବ
20/12/2020 at 11:14 AM

ମହାକାଳପଡ଼ା ୨୦।୧୨: କେନ୍ଦ୍ରାପଡା ଜିଲ୍ଲା ମହାକାଲପଡାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ । ଆଖଡ଼ାଶାଳିଠାରେ ନଦୀଭିତ୍ତିକ ବନ୍ଦର ସ୍ଥାନ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ । ପାରାଦୀପ ନେହେରୁ ବଙ୍ଗଳା ମୁହାଣ ମୁହଁ ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ।
ମହାକାଳପଡ଼ାରେ ୫-ଟି ସଚିବ ଭି.କେ ସଚିବ ଭି.କେ. ପାଣ୍ଡିଆନ। ମହାନଦୀ ମୂହାଣ ଆଖଡ଼ାଶାଳିଠାରେ ପ୍ରସ୍ତାବିତ ନଦୀ ଭିତ୍ତିିକ ବନ୍ଦର ସ୍ଥାନ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ । ଏହାପରେ ସେ ପାରାଦୀପ ଯାଇ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ସମୀକ୍ଷା କରିଛନ୍ତି । ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅନୁଧ୍ୟାନ ସମୟରେ ବନ୍ଦରର ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ମହାକାଳପଡା ବିଧାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021
ନୀଳଗିରି: ଖେଳ ପଡିଆରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
25 January 2021