Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କଟକରେ 5-T ସଚିବ ଭି.କେ. ପାଣ୍ଡିଆନ : ବାଦାମବାଡି ବସ୍‌ଷ୍ଟାଣ୍ଡର ସ୍ଥିତି ସମୀକ୍ଷା

10/03/2020 at 7:12 AM

କଟକ ୧୦।୩: କଟକରେ 5-T ସଚିବ ଭି. କେ. ପାଣ୍ଡିଆନ । ମଙ୍ଗଳବାର ଭୋରରୁ କଟକ ଗସ୍ତରେ ଆସିବା ସହ ପ୍ରଥମେ ବାଦାମବାଡି ବସଷ୍ଟାଣ୍ଡରେ ପହଞ୍ଚି ସେଠାକାର ସ୍ଥିତି ପରଖିଛନ୍ତି । ପରେ ସେ ଅନୁଗୋଳ ବସଷ୍ଟାଣ୍ଡରେ ପହଞ୍ଚିଥିଲେ ।

ତେବେ ପାଣ୍ଡିଆନଙ୍କ ଗସ୍ତ ପରେ ବାଦମବାଡି ବସଷ୍ଟାଣ୍ଡ ନବୀକରଣ ହେବାଲାଗି ଯେଉଁ ପ୍ରସ୍ତାବ ରହିଛି, ସମ୍ଭବତଃ ତାହା ଖୁବଶୀଘ୍ର କାର୍ଯ୍ୟକାରି ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି । ପରେ ସେ ବାଦାମବାଡି ସ୍ଥିତ ସେସୁ କଲୋନୀର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାପରେ ରାଣୀହାଟ ପୋଲ, ଏସସିବି ମେଡିକାଲ ରାସ୍ତା ଏବଂ ପରେ ତାଳଦଣ୍ଡା କେନାଲ ରାସ୍ତା ପରିଦର୍ଶନ କରିଥିଲେ ।

ଏସସିବି ମେଡିକାଲ ଉନ୍ନତିକରଣ ପ୍ରକଳ୍ପକୁ ନେଇ ବିଭିନ୍ନ ନିର୍ମାଣ କାମ ଆରମ୍ଭ ହୋଇଛି ତାହା ଦେଖିବା ପରେ ଯୋବ୍ରା ସ୍ଥିତ ମାରିଟାଇମ୍ ମ୍ୟୁଜିଅମରେ ପହଞ୍ଚିଥିଲେ 5-T ସଚିବ ଓ ତାଙ୍କ ଟିମ୍ ।  ସେଠାରେ ବିଭିନ୍ନ ବିଭାଗର ସଚିବ ଏବଂ ଅଧିକାରୀଙ୍କ ସହିତ ସେ ଆଲୋଚନା କରିଛନ୍ତି ।

   Related Posts