Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଶରୀରରେ ଅଛି କି ରକ୍ତର ଅଭାବ? ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏହି ସୁପରଫୁଡ୍

30/07/2021 at 4:33 PM

ନୂଆଦିଲ୍ଲୀ ୩୦/୦୭ : ଶରୀରରେ ରକ୍ତ ଅଭାବ ହେତୁ ଅତ୍ୟଧିକ ଥକ୍କା, ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣଙ୍କ ଶରୀରରେ ମଧ୍ୟ ରକ୍ତ ଅଭାବ ଥାଏ, ତେବେ କିଛି ଖାଦ୍ୟ ଖାଇବା ଦ୍ୱାରା ଏହି ଅଭାବକୁ ପୂରଣ କରିପାରିବେ । ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ଯାହା ଶରୀରରେ ରକ୍ତ ବଢାଇଥାଏ ।

 ,[object Object],[object Object],चुकंदर शरीर में खून की मात्रा को बढ़ाने में मददगार होता है. इसमें अधिक मात्रा में आयरन पाया जाता है. यह शरीर को डिटॉक्सिफाई करने के अलावा हीमोग्लोबिन की मात्रा को भी बढ़ाता है.

ବିଟ୍ :

ଶରୀରରେ ରକ୍ତ ପରିମାଣ ବଢାଇବାରେ ବିଟ୍ ଲାଭଦାୟକ ହୋଇଥାଏ । ଏଥିରେ ଅଧିକ ପରିମାଣର ଆଇରନ୍ ରହିଥାଏ । ଶରୀରକୁ ଡିଟକ୍ସିଫାଇ କରିବା ବ୍ୟତୀତ ଏହା ହେମୋଗ୍ଲୋବିନର ପରିମାଣ ମଧ୍ୟ ବଢାଇଥାଏ ।

 ,[object Object],[object Object],कहा जाता है कि एक सेब रोज, बीमारियों से रखेगा दूर. सेहतमंद बनाए रखने के अलावा सेब शरीर में खून की कमी को भी पूरा करने में मददगार होता है. यह शरीर में हीमोग्लोबिन को बढ़ाता है.

ଆପଲ୍ :

କୁହାଯାଏ ଦିନକୁ ଗୋଟିଏ ଆପଲ୍ ଖାଇବା ଆପଣଙ୍କୁ ରୋଗରୁ ଦୂରେଇ ରଖିଥାଏ । ସୁସ୍ଥ ରଖିବା ବ୍ୟତୀତ ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ଶରୀରରେ ହେମୋଗ୍ଲୋବିନ୍ ବୃଦ୍ଧି କରିଥାଏ ।

 ,[object Object],[object Object],अनार कैल्शियम, सोडियम, मैग्नीशियम, पोटैशियम, लोहा और विटामिन्स आदि पोषक तत्‍वों से भरपूर होता है. शरीर में खून की मात्रा को बढ़ाने में अनार बहुत फायदेमंद माना जाता है.

ଡାଳିମ୍ବ :

ଡାଳିମ୍ବରେ କ୍ୟାଲସିୟମ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆଇରନ୍ ଏବଂ ଭିଟାମିନ୍ ପରି ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଡାଳିମ୍ବ ଶରୀରରେ ରକ୍ତ ପରିମାଣ ବଢାଇବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

 ,[object Object],[object Object],ड्राई फ्रूट्स जैसे खजूर, अखरोट, बादाम आदि में भरपूर आयरन होता है. इनके सेवन से खून में तेजी से रेड ब्लड सेल बढ़ती हैं.

ଡ୍ରାଏ ଫ୍ରୁଟ୍ସ :

ଡ୍ରାଏ ଫ୍ରୁଟ୍ସ ଯେପରିକି ଖଜୁରୀ, ଅଖରୋଟ୍, ବାଦାମ ଇତ୍ୟାଦିରେ ଭରପୂର ଆଇରନ୍ ରହିଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଲୋହିତ ରକ୍ତ କଣିକା ଶୀଘ୍ର ବଢିଥାଏ ।

 ,[object Object],[object Object],अगर आपके शरीर में खून की कमी है तो आप पालक को जरूर अपनी डाइट में शामिल करें. पालक में आयरन भरपूर मात्रा में होता है. (Disclaimer: इस लेख में दी गई जानकारियां और सूचनाएं सामान्य जानकारी पर आधारित हैं. Hindi news18 इनकी पुष्टि नहीं करता है. इन पर अमल करने से पहले संबधित विशेषज्ञ से संपर्क करें.)

ପାଳଙ୍ଗ :

ଯଦି ଆପଣଙ୍କ ଶରୀରରେ ରକ୍ତ ଅଭାବ ଥାଏ, ତେବେ ଆପଣ ନିଶ୍ଚିତ ଭାବରେ ଖାଦ୍ୟରେ ପାଳଙ୍ଗ ଅନ୍ତର୍ଭୁକ୍ତ କରନ୍ତୁ । ପାଳଙ୍ଗରେ ଭରପୂର ଆଇରନ୍ ରହିଥାଏ ।

   Related Posts