Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||

ବିଶ୍ୱର ୫ ଜଣ ମହାନ ବୋଲର ଯିଏ ନିଜ କ୍ୟାରିଅରରେ ପକାଇନାହାନ୍ତି ଗୋଟିଏ ବି ନୋବେଲ : ପ୍ରଥମ ସ୍ଥାନରେ ଅଛି ଭାରତ

24/06/2019 at 9:49 AM

ନୂଆଦିଲ୍ଲୀ ୨୪/୬ : ବିଶ୍ୱର ଏହି ୫ଜଣ ହେଉଛନ୍ତି ସର୍ବୋତ୍ତମ ବୋଲର । ଏହି ୫ ଜଣ ବୋଲର ନିଜ କ୍ୟାରିଅରରେ ଗୋଟିଏ ହେଲେ ନୋବଲ ପକେଇନାହାନ୍ତି । ଆସନ୍ତୁ ଜାଣିବା ସେହି ୫ଜଣ ବୋଲର କିଏ :

୫. ଲନ୍ସ ଗିବ୍ସ – ୱେଷ୍ଟଇଣ୍ଡିଜର ସ୍ପିଡ ବୋଲର ଲନ୍ସ ଗିବ୍ସ ୭୯ଟି ଟେଷ୍ଟ ମ୍ୟାଚ ୩ଟି ୱାନଡେ ମ୍ୟାଚ ଖେଳିଛନ୍ତି । ଏତିକି ମ୍ୟାଚରେ ଲନ୍ସ ଗିବ୍ସ ଗୋଟିଏ ହେଲେ ନୋବଲ ପକାଇନାହାନ୍ତି ।

୪. ଡେନିସ ଲିଲି – ଡେନିସ ଲିଲି ଦିଲ୍ଲୀ ସିଲିଙ୍ଗ ସ୍ଟ୍ରେଲିୟାର ସବୁଠାରୁ ଶାନଦାର ବୋଲର । ସେ ୭୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୭୦ଟି ଟେଷ୍ଟରେ ସେ ଗୋଟିଏ ହେଲେ ନୋବଲ ପକାଇନାହାନ୍ତି ।

୩. ଇମ୍ରାନ ଖାନ – ପାକିସ୍ତାନ ଟିମର ପୁର୍ବତନ ଅଧିନାୟକ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ୮୮ ଟେଷ୍ଟ ମ୍ୟାଚ ଓ ୧୭୫ଟି ୱାନଡେ ମ୍ୟାଚ ଖେଳିଛନ୍ତି । ଏତିକି ମ୍ୟାଚରେ ସେ ଗୋଟିଏ ହେଲେ ନୋବଲ ନପକାଇ ରେକର୍ଡ କରିଛନ୍ତି ।

୨. ଇୟାନ ବାଁଥମ – ଇଂଲଣ୍ଡର ସ୍ପିଡ ବୋଲର ଇୟାନ ବାଁଥମ ନିଜର ୧୬ ବର୍ଷର କ୍ୟାରିୟରରେ ୧୦୨ ଟି ଟେଷ୍ଟ ମ୍ୟାଚ ଓ ୧୧୬ ୱାନଡେ ମ୍ୟାଚ ଖେଳିଛନ୍ତି । ଏତିକି ମ୍ୟାଚରେ ସେ ଗୋଟିଏ ହେଲେ ନୋବଲ ନପକାଇ ରେକର୍ଡ କରିଛନ୍ତି ।

୧. କପିଲ ଦେବ – ବିଶ୍ୱର ମହାନ ଅଲରାଉଣ୍ଡରଙ୍କ ମଧ୍ୟରେ କପିଲ ଦେବ ଜଣେ । ୧୯୮୩ ମସିହାରେ କପିଲ ଦେବ ଭାରତୀୟ ଟିମକୁ ପ୍ରଥମଥର ପାଇଁ ୱାର୍ଲଡକପ ଜିତାଇଥିଲେ । କପିଲ ଦେବ ନିଜ କ୍ୟାରିୟରରେ ୧୩୧ ଟି ଟେଷ୍ଟ ମ୍ୟାଚ ଓ ୨୨୫ଟି ୱାନଡେ ମ୍ୟାଚ ଖେଳିଛନ୍ତି । କପିଲ ଦେବ ନିଜ କ୍ୟାରିୟରରେ ଗୋଟିଏ ହେଲେ ନୋବଲ ନପକାଇ ରେକର୍ଡ କରିଛନ୍ତି ।

   Related Posts