ବିଷାକ୍ତ ଛତୁ ଖାଇ ୫ ଗୁରୁତର
1/07/2018 at 7:47 AM

କେନ୍ଦୁଝର ଜିଲ୍ଲା ତେଲକୋଈ ବ୍ଲକ ସିରିଗିଡା ପଂଚୟତ ର କଣ୍ଟିଲସୁଆଁ ଗ୍ରାମରେ ବିଶାକ୍ତ ଛତୁ ଖାଈ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି । କଣ୍ଟିଲସୁଆଁ ଗ୍ରମର ପବନ ନାୟକ ଗତ କାଲି ଜଙ୍ଗଲରୁ କିଛି ଛତୁ ଆଣି ନିଜ ସ୍ତ୍ରୀ କୁ ଦେଇଥିଲା ଓ ତାଙ୍କ ସ୍ତ୍ରୀ ସେ ଛତୁକୁ ରୋଷେଇ କରି ପରିବାରର ପୁଅ ବହୁ ଓ ନାତୁଣୀ ସମସ୍ତେ ୫ ଜଣ ଖାଇଥିଲେ । ବିଳମ୍ବିତ ରାତି ରେ ପରିବାର ସଦସ୍ୟ ବାନ୍ତି ହେବ ସହ ତଣ୍ଟି ପଡିଥିଲା । ପରିବାର ଲୋକେ ପ୍ରଥମେ ତେଲକୋଈ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଗୁରତର ହେବାରୁ କେନ୍ଦୁଝର ମୁଖ୍ୟ ଡ଼ାକ୍ତର ଖାନା ରେ ଭର୍ତି ହେଇଛନ୍ତି।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021