Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ବିଷାକ୍ତ ଛତୁ ଖାଇ ୫ ଗୁରୁତର

1/07/2018 at 7:47 AM

କେନ୍ଦୁଝର ଜିଲ୍ଲା ତେଲକୋଈ ବ୍ଲକ ସିରିଗିଡା ପଂଚୟତ ର କଣ୍ଟିଲସୁଆଁ ଗ୍ରାମରେ ବିଶାକ୍ତ ଛତୁ ଖାଈ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି । କଣ୍ଟିଲସୁଆଁ ଗ୍ରମର ପବନ ନାୟକ ଗତ କାଲି ଜଙ୍ଗଲରୁ କିଛି ଛତୁ ଆଣି ନିଜ ସ୍ତ୍ରୀ କୁ ଦେଇଥିଲା ଓ ତାଙ୍କ ସ୍ତ୍ରୀ ସେ ଛତୁକୁ ରୋଷେଇ କରି ପରିବାରର ପୁଅ ବହୁ ଓ ନାତୁଣୀ ସମସ୍ତେ ୫ ଜଣ ଖାଇଥିଲେ । ବିଳମ୍ବିତ ରାତି ରେ ପରିବାର ସଦସ୍ୟ ବାନ୍ତି ହେବ ସହ ତଣ୍ଟି ପଡିଥିଲା । ପରିବାର ଲୋକେ ପ୍ରଥମେ ତେଲକୋଈ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଗୁରତର ହେବାରୁ କେନ୍ଦୁଝର ମୁଖ୍ୟ ଡ଼ାକ୍ତର ଖାନା ରେ ଭର୍ତି ହେଇଛନ୍ତି।

   Related Posts