Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀ ସମୁଦ୍ର ବେଳାଭୂମି ଅବକ୍ଷୟ ଘଟଣାର ଅନୁଧ୍ୟାନ କରୁଛନ୍ତି ୫ଜଣିଆ ଟିମ

5/09/2018 at 1:42 PM

ପୁରୀ ୫/୯ : ପୁରୀ ସମୁଦ୍ର ବେଳାଭୂମି ଅବକ୍ଷୟ ଘଟଣାର ଅନୁଧ୍ୟାନ କରୁଛି ୫ ଜଣିଆ ଟିମ | ସମୁଦ୍ର ଅବକ୍ଷୟର କାରଣ ଅନୁଧ୍ୟାନ କରୁଛନ୍ତି ଟିମ | ସ୍ୱର୍ଗଦ୍ୱାର ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ପରିଦର୍ଶନ କରୁଛନ୍ତି ଟିମ | କେଉଁ କାରଣରୁ ସମୁଦ୍ର ଅବକ୍ଷୟ ହେଉଛି ସେ ନେଇ ଅନୁଧ୍ୟାନ କରୁଛନ୍ତି | ଏହି ଟିମରେ ଦିଲ୍ଲୀସ୍ଥିତ ଇଣ୍ଡିଆନ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚର ଦୁଇଜଣ ବୈଜ୍ଞାନିକ ଅଛନ୍ତି | ଏହା ସହ ଜଳସେଚନ ବିଭାଗର ୩ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି |

   Related Posts