ପୁରୀ ସମୁଦ୍ର ବେଳାଭୂମି ଅବକ୍ଷୟ ଘଟଣାର ଅନୁଧ୍ୟାନ କରୁଛନ୍ତି ୫ଜଣିଆ ଟିମ

Published By : Prameya-News7 Bureau | September 05, 2018 IST

ପୁରୀ ୫/୯ : ପୁରୀ ସମୁଦ୍ର ବେଳାଭୂମି ଅବକ୍ଷୟ ଘଟଣାର ଅନୁଧ୍ୟାନ କରୁଛି ୫ ଜଣିଆ ଟିମ | ସମୁଦ୍ର ଅବକ୍ଷୟର କାରଣ ଅନୁଧ୍ୟାନ କରୁଛନ୍ତି ଟିମ | ସ୍ୱର୍ଗଦ୍ୱାର ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ପରିଦର୍ଶନ କରୁଛନ୍ତି ଟିମ | କେଉଁ କାରଣରୁ ସମୁଦ୍ର ଅବକ୍ଷୟ ହେଉଛି ସେ ନେଇ ଅନୁଧ୍ୟାନ କରୁଛନ୍ତି | ଏହି ଟିମରେ ଦିଲ୍ଲୀସ୍ଥିତ ଇଣ୍ଡିଆନ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚର ଦୁଇଜଣ ବୈଜ୍ଞାନିକ ଅଛନ୍ତି | ଏହା ସହ ଜଳସେଚନ ବିଭାଗର ୩ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.