ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର ; ପାଇଖାନା ଘରେ ରହୁଛନ୍ତି ପରିବାରର ୫ ସଦସ୍ୟ

Published By : Prameya-News7 Bureau | December 07, 2018 IST

ନବରଙ୍ଗପୁର ୦୭|୧୨: ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ପାଇଖାନା ଘରେ ବିତୁଛି ଜୀବନ । ପରିବାରର ୫ ସଦସ୍ୟରହୁଛନ୍ତି ପାଇଖାନା ଘରେ । ଶେ।ଇବା, ରେ।ଷେଇ ଓ ଖାଇବା ସବୁ କିଛି ପାଇଖାନା ଘରେ ହେଉଛି । ନବରଙ୍ଗପୁରନୂଆଗଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ପାଇଖାନାରେ ବିତୁଛି ଜୀବନ ।ସରକାର ଦେଇଥିବା ୨ଟି ପାଇଖାନା ପାଲଟିଛି ବାସଗୃହ । ଘର ଖଣ୍ଡିଏ ନାହିଁ । ଏଥିପାଇଁ ଏହି ପାଇଖାନାଘରେ ରେ।ଷେଇ, ଖାଇବା, ଶେ।ଇବା ସବୁ କିଛି ଚାଲେ । ପାଇଖାନା ଘରେ ନବରଙ୍ଗପୁର ନୂଆଗଡା ଗାଁର କମଳଲୋଚନହରିଜନ ପରିବାରର ୫ ସଦସ୍ୟ ମୁଣ୍ଡ ଗୁଞ୍ଜିଛନ୍ତି । ଘର ଖଣ୍ଡିଏ ପାଇଁ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବାଅଭିଯୋଗ ହେ।ଇଛି ।

{"id":61740}

ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳଙ୍କୁଅବଗତ କରାଯାଇଥିଲା । ତାଙ୍କ କହିବା କଥା, ଗଣମାଧ୍ୟମଠୁ ଏ ସମ୍ପର୍କରେ ଜାଣିଲୁ । ୭ ଦିନ ଭିତରେ ପରିବାରକୁଘର ଯେ।ଗାଇଦିଆଯିବ ।

ଗରିବ ହିତାଧିକାରୀଙ୍କ ପାଇଁସରକାରୀ ଯେ।ଜନା ଅଛି । ହେଲେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ଉଦାସୀନତା ଯେ।ଗୁଁ ଏସବୁ ଯେ।ଜନାରୁ ବଞ୍ଚିତହେଉଛନ୍ତି ଗରିବ ହିତାଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.