Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର ; ପାଇଖାନା ଘରେ ରହୁଛନ୍ତି ପରିବାରର ୫ ସଦସ୍ୟ

7/12/2018 at 5:15 PM

ନବରଙ୍ଗପୁର ୦୭|୧୨: ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ପାଇଖାନା ଘରେ ବିତୁଛି ଜୀବନ । ପରିବାରର ୫ ସଦସ୍ୟରହୁଛନ୍ତି ପାଇଖାନା ଘରେ । ଶେ।ଇବା, ରେ।ଷେଇ ଓ ଖାଇବା ସବୁ କିଛି ପାଇଖାନା ଘରେ ହେଉଛି । ନବରଙ୍ଗପୁରନୂଆଗଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ପାଇଖାନାରେ ବିତୁଛି ଜୀବନ ।ସରକାର ଦେଇଥିବା ୨ଟି ପାଇଖାନା ପାଲଟିଛି ବାସଗୃହ । ଘର ଖଣ୍ଡିଏ ନାହିଁ । ଏଥିପାଇଁ ଏହି ପାଇଖାନାଘରେ ରେ।ଷେଇ, ଖାଇବା, ଶେ।ଇବା ସବୁ କିଛି ଚାଲେ । ପାଇଖାନା ଘରେ ନବରଙ୍ଗପୁର ନୂଆଗଡା ଗାଁର କମଳଲୋଚନହରିଜନ ପରିବାରର ୫ ସଦସ୍ୟ ମୁଣ୍ଡ ଗୁଞ୍ଜିଛନ୍ତି । ଘର ଖଣ୍ଡିଏ ପାଇଁ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବାଅଭିଯୋଗ ହେ।ଇଛି ।

ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳଙ୍କୁଅବଗତ କରାଯାଇଥିଲା । ତାଙ୍କ କହିବା କଥା, ଗଣମାଧ୍ୟମଠୁ ଏ ସମ୍ପର୍କରେ ଜାଣିଲୁ । ୭ ଦିନ ଭିତରେ ପରିବାରକୁଘର ଯେ।ଗାଇଦିଆଯିବ ।

ଗରିବ ହିତାଧିକାରୀଙ୍କ ପାଇଁସରକାରୀ ଯେ।ଜନା ଅଛି । ହେଲେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ଉଦାସୀନତା ଯେ।ଗୁଁ ଏସବୁ ଯେ।ଜନାରୁ ବଞ୍ଚିତହେଉଛନ୍ତି ଗରିବ ହିତାଧିକାରୀ ।

   Related Posts