ବୋଲେରୋରୁ ୪ଲକ୍ଷ ଟଙ୍କା ଜବତ, ଗାଡିରେ ଥିଲେ ବିଜେପି ପ୍ରାର୍ଥୀ !

Published By : Prameya-News7 Bureau | April 18, 2019 IST

ଢେଙ୍କାନାଳ ୧୮|୪: ଢେଙ୍କାନାଳରେ ବୋଲେରୋରୁ ୫ ଲକ୍ଷ ଟଙ୍କା ଜବତ ହୋଇଛି । ସେଣ୍ଟ୍ରାଲ ସ୍କୁଲ ନିକଟରୁ ଜବତ ହୋଇଛି ଟଙ୍କା । ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରି ଜବତ କରିଛି ଟଙ୍କା । ବୋଲେରୋରେ ହିନ୍ଦୋଳ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ନାୟକ ଥିବା ସନ୍ଦେହ କରାଯାଉଛି । ଟାଉନ୍ ଥାନା ପୋଲିସ ଘଟଣାର ଖୋଳତାଡ କରୁଛି ।

{"id":104562}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.