Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ବୋଲେରୋରୁ ୪ଲକ୍ଷ ଟଙ୍କା ଜବତ, ଗାଡିରେ ଥିଲେ ବିଜେପି ପ୍ରାର୍ଥୀ !

18/04/2019 at 11:45 AM

ଢେଙ୍କାନାଳ ୧୮|୪: ଢେଙ୍କାନାଳରେ ବୋଲେରୋରୁ ୫ ଲକ୍ଷ ଟଙ୍କା ଜବତ ହୋଇଛି । ସେଣ୍ଟ୍ରାଲ ସ୍କୁଲ ନିକଟରୁ ଜବତ ହୋଇଛି ଟଙ୍କା । ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରି ଜବତ କରିଛି ଟଙ୍କା । ବୋଲେରୋରେ ହିନ୍ଦୋଳ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ନାୟକ ଥିବା ସନ୍ଦେହ କରାଯାଉଛି । ଟାଉନ୍ ଥାନା ପୋଲିସ ଘଟଣାର ଖୋଳତାଡ କରୁଛି ।

   Related Posts