ମେ’ ୩୧ ସୁଦ୍ଧା ଓଡିଶାରେ ପହଞ୍ଚିବ ୫ ଲକ୍ଷ କୋଭାକ୍ସିନ୍‌ ଡୋଜ୍‌

Published By : Prameya-News7 Bureau | April 29, 2021 IST

ଭୁବନେଶ୍ବର ୨୯/୦୪ : ଆସନ୍ତା ମେ’ ୩୧ ତାରିଖ ସୁଦ୍ଧା ରାଜ୍ୟରେ ପହଞ୍ଚିବ କୋଭାକ୍ସିନ୍‌ । ୫ ଲକ୍ଷ କୋଭାକ୍ସିନ୍‌ ଟିକା ପହଞ୍ଚିବା ନେଇ ସୂଚନା ମିଳିଛି । ଜୁନ୍‌ ୧୫ ସୁଦ୍ଧା ଆଉ ୫ ଲକ୍ଷ ୩୪ ହଜାର କୋଭାକ୍ସିନ୍‌ ଟିକା ପହଞ୍ଚିବ । ଏ ନେଇ ଭାରତ ବାୟୋଟେକ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ମୋଟ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ୍‌ ଟିକା ପାଇଁ ପର୍ଚେଜ୍‌ ଅର୍ଡର ଦେଇଥିଲେ ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.