Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ମେ’ ୩୧ ସୁଦ୍ଧା ଓଡିଶାରେ ପହଞ୍ଚିବ ୫ ଲକ୍ଷ କୋଭାକ୍ସିନ୍‌ ଡୋଜ୍‌

29/04/2021 at 6:54 PM

ଭୁବନେଶ୍ବର ୨୯/୦୪ : ଆସନ୍ତା ମେ’ ୩୧ ତାରିଖ ସୁଦ୍ଧା ରାଜ୍ୟରେ ପହଞ୍ଚିବ କୋଭାକ୍ସିନ୍‌ । ୫ ଲକ୍ଷ କୋଭାକ୍ସିନ୍‌ ଟିକା ପହଞ୍ଚିବା ନେଇ ସୂଚନା ମିଳିଛି । ଜୁନ୍‌ ୧୫ ସୁଦ୍ଧା ଆଉ ୫ ଲକ୍ଷ ୩୪ ହଜାର କୋଭାକ୍ସିନ୍‌ ଟିକା ପହଞ୍ଚିବ । ଏ ନେଇ ଭାରତ ବାୟୋଟେକ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ମୋଟ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ୍‌ ଟିକା ପାଇଁ ପର୍ଚେଜ୍‌ ଅର୍ଡର ଦେଇଥିଲେ ରାଜ୍ୟ ସରକାର ।

   Related Posts