ବସ-କାର ମଧ୍ୟରେ ମୁହାଁମୁହିଁ ଧକ୍କା: ୫ ଆହତ

Published By : Prameya-News7 Bureau | November 08, 2019 IST

କୋଣାର୍କ୮|୧୧: ଗୋପ ଥାନା ଅନ୍ତର୍ଗତ କୁସୁପୁରଠାରେ ରାସ୍ତା ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି ।  ବସ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ପାଞ୍ଚ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୋପ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

{"id":181163}

ସୂଚନ ଅନୁସାରେ ଭୁବେନେଶ୍ବରରୁ କୋଣାର୍କ ଆସୁଥିବା ନାଗେଶ୍ବର ବସ କୁସୁପୁର ଠାରେ ଏକ କାର ସହ  ମୁହାଁ ମୁହିଁ ହୋଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ କାରରେ ଥିବା ପାଞ୍ଚ ଜଣଙ୍କୁ  ଗୋପ ମେଡିକାଲ ରେ ଭର୍ତ୍ତି କରିଛନ୍ତି l ପାଞ୍ଚ ଜଣଙ୍କ ମଧ୍ୟ୍ୟ ରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.