Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ-କାର ମଧ୍ୟରେ ମୁହାଁମୁହିଁ ଧକ୍କା: ୫ ଆହତ

8/11/2019 at 10:31 PM

କୋଣାର୍କ୮|୧୧: ଗୋପ ଥାନା ଅନ୍ତର୍ଗତ କୁସୁପୁରଠାରେ ରାସ୍ତା ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି ।  ବସ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ପାଞ୍ଚ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୋପ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ସୂଚନ ଅନୁସାରେ ଭୁବେନେଶ୍ବରରୁ କୋଣାର୍କ ଆସୁଥିବା ନାଗେଶ୍ବର ବସ କୁସୁପୁର ଠାରେ ଏକ କାର ସହ  ମୁହାଁ ମୁହିଁ ହୋଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ କାରରେ ଥିବା ପାଞ୍ଚ ଜଣଙ୍କୁ  ଗୋପ ମେଡିକାଲ ରେ ଭର୍ତ୍ତି କରିଛନ୍ତି l ପାଞ୍ଚ ଜଣଙ୍କ ମଧ୍ୟ୍ୟ ରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି l 

   Related Posts