କାରକୁ ପିଟିଲା ଟ୍ରକ୍ : ୫ ଗୁରୁତର

Published By : Prameya-News7 Bureau | October 13, 2019 IST

ଭଦ୍ରକ ୧୩/୧୦: କାର ଓ ଟ୍ରକ ଧକ୍କାରେ ୫ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭଦ୍ରକ ୧୬ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ନିକଟରେ କାରକୁ ପିଟିଛି ଆଳୁ ବୋଝେଇ ଟ୍ରକ। କାରରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି।

{"id":169465}

କାର ଯାତ୍ରୀ ମାନେ ପରିବାର ସହ ପଶ୍ଚିମବଙ୍ଗରୁ ପୁରୀ ଯାଇ ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ସମୟରେ ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା l ଭଣ୍ଡାରିପୋଖରୀ ଦମକଳ ଵାହିନୀ ସମସ୍ତ ଆହତଙ୍କୁ ନେଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

{"id":169466}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.