Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜମି ପାଇଁ ମାରପିଟ, ୫ ଆହତ

17/02/2019 at 4:04 PM

ସୋର ୧୭|୨:  ଜମି ପାଇଁ ମାରପିଟ, ୫ଜଣ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ସୋର ଥାନା ଡିଗିଭଅଁରା ଗାଁରେ ଇନ୍ଦିରା ଆବାସ ନିର୍ମାଣ ଓ ଜମିବାଡି ଭାଗ ବଣ୍ଟାକୁ ନେଇ ଗୋଟିଏ ପରିବାର ସଦସ୍ୟ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ତେବେ ଗୁରୁତର ସଂଜୟ ନାୟକ, ଅଜୟ ନାୟକ ଓ ରଞ୍ଜୁବାଳା ପ୍ରଧାନଙ୍କୁ ସୋର ମେଡିକାଲରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ପଚରାଉଚରା ପରେ ପୋଲିସ ଛାଡିଦେଇଥିବା ଜଣାପଡିଛି ।

   Related Posts