ଜମି ପାଇଁ ମାରପିଟ, ୫ ଆହତ
17/02/2019 at 4:04 PM

ସୋର ୧୭|୨: ଜମି ପାଇଁ ମାରପିଟ, ୫ଜଣ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ସୋର ଥାନା ଡିଗିଭଅଁରା ଗାଁରେ ଇନ୍ଦିରା ଆବାସ ନିର୍ମାଣ ଓ ଜମିବାଡି ଭାଗ ବଣ୍ଟାକୁ ନେଇ ଗୋଟିଏ ପରିବାର ସଦସ୍ୟ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ତେବେ ଗୁରୁତର ସଂଜୟ ନାୟକ, ଅଜୟ ନାୟକ ଓ ରଞ୍ଜୁବାଳା ପ୍ରଧାନଙ୍କୁ ସୋର ମେଡିକାଲରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ପଚରାଉଚରା ପରେ ପୋଲିସ ଛାଡିଦେଇଥିବା ଜଣାପଡିଛି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021