ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ ବଖରା ଘର

Published By : Prameya-News7 Bureau | July 10, 2020 IST

ପଟ୍ଟାମୁଣ୍ଡାଇ୧୦/୭: ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫ ବଖରା ଘର। ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ତେରେହି ଗାଁରେ ନିଆଁ ଲାଗିଥିଲା। ଏହି ନିଆଁ ଧୀରେ ଧୀରେ ଚାରିଆଡ଼େ ଖେଳି ଯାଇଥିଲା। ଯାହାଫଳରେ ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କିଏ ନିଆଁ ଲଗାଇଥିବା ପରିବାର ଲୋକ କହିଛନ୍ତି। ଏନେଇ ପରିବାର ଥାନାରେ ଏତଲା ଦେଇଛନ୍ତି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.