Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଡାଇବେଟିସର ଆଶଙ୍କା କମ୍ କରିବ ଏହି ୫ଟି ଫଳ : ଜାଣନ୍ତୁ କିପରି?

25/01/2020 at 5:19 PM

ଦେଶବ୍ୟାପି ୪୦କୋଟିରୁ ଅଧିକ ଲୋକ ମଧୁମେହ ରୋଗରେ ପୀଡ଼ିତ। ଗତ ୩୦ବର୍ଷ ମଧ୍ୟରେ ମଧୁମେହର ରୋଗ ସମସ୍ୟା ବଢ଼ିଯାଇଛି। ମଧୁମେହ ରୋଗରେ ପୀଡ଼ିତ ରୋଗୀଙ୍କ ହୃଦଘାତର ଆଶଙ୍କା ଅଧିକ ଥାଏ। ଏହାର ନିୟମିତ ଭାବେ ଚିକିତ୍ସା ନହେଲେ ଜୀବନ ଯିବାର ସମ୍ଭାବନା ମଧ୍ୟ ଥାଏ। ତେବେ ଆସନ୍ତୁ ଜାଣିବା ଏହି ୫ଟି ଫଳ ବିଷୟରେ ଯାହା ଡାୟେବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଥାଏ।

୧.କମଳା : କମଳାରେ ଭିଟାମିନ୍-ସିକୁ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ବୋଲି କୁହାଯାଇଥାଏ। କମଳାରେ ଫାଇବର ମଧ୍ୟ ରହିଥାଏ ଯାହା ମନୁଷ୍ୟର ମେଟାବଲିଜମ ସିଷ୍ଟମକୁ ଦୃଢ଼ କରିଥାଏ। ଏହା ଦ୍ବାରା ରକ୍ତ ଚାପ ଏବଂ ରକ୍ତ ଶର୍କରା ମଧ୍ୟ ନିୟନ୍ତ୍ରିତ ରହିଥାଏ।

୨.ନାସପାତି : ନାସପାତିକୁ ତ୍ବଚା ସହ ଜଡ଼ିତ ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଚିକିତ୍ସା କୁହାଯାଏ। ଏଥିରେ ଗ୍ଲାଇକେମିକ୍ ଗୁଣ ବହୁତ କମ୍ ମାତ୍ରାରେ ଥାଏ ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

୩.ପିଜୁଳି : ପିଜୁଳିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଏବଂ କମ୍ ସୋଡିୟମ୍ ଥିବା କାରଣରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ଡାୟେଟ୍ ବୋଲି କୁହାଯାଇଥାଏ। ପିଜୁଳିରେ ଫାଇବର, ଲୋ ଗ୍ଲାଇକେମିକ୍ ଏବଂ ଭିଟାମିନ୍ ସି ଥାଏ।

୪.ସେଓ : ସେଓରେ ଥିବା ଏକ ଖାସ୍ ଧରଣର ଆଣ୍ଟିଅକ୍ସିଡାଣ୍ଟ ଯାହାକୁ ଏନ୍ଥୋସାୟନିନ କୁହାଯାଇଥାଏ,ଶରୀରରେ ଥିବା ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିଥାଏ। ଏହା ଶରୀରର ମେଟାବଲିକ୍ ବାଲାନ୍ସରେ ମଧ୍ୟ ସୁଧାର ଆଣିଥାଏ।

୫. ଅଙ୍ଗୁର : ରକ୍ତ ଶର୍କରାକୁ ନିୟନ୍ତ୍ରିତ ରଖିବା ପାଇଁ ଅଙ୍ଗୁର ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

   Related Posts