Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାଣ ବର୍ଷାରେ ବ୍ରିଜ୍ ଉପରେ ୫ ଫୁଟର ପାଣି

27/08/2018 at 6:19 AM

(ନୂଆପଡ଼ା;୨୭/୦୮) ଲଗାଣ ବର୍ଷାରେ ବ୍ରିଜ୍ ଉପରେ ୫ ଫୁଟର ପାଣି । ନୂଆପଡା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପତୋରା ଡ୍ୟାମରେ ୩ଟି ଗେଟ୍ ଖୋଲା ଯାଇଛି । ଡ୍ୟାମର ଗେଟ୍ ଖୋଲାଯିବା ପରେ ଜୋଙ୍କ ନଦୀର ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଧରମବନ୍ଧାଠାରେ ଜୋଙ୍କ ନଦୀ ବ୍ରିଜ ଉପରେ ୫ ଫୁଟର ପାଣି ଚାଲିଛି । ନୂଆପଡାରୁ ଧରମବନ୍ଧା ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ସାରାବଙ୍ଗ ପାଖ ଜୋଙ୍କ ନଦୀ ବ୍ରୀଜ ଉପରେ ମଦ୍ୟ ୪ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି

   Related Posts