Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଏକ ନମ୍ବର: ଟାଇମ୍‌ସ ସର୍ଭେ

10/06/2020 at 4:58 PM

ଭୁବନେଶ୍ୱର୧୦/୬ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍ସ ଆଣ୍ଡ୍ ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଟାଇମ୍‌ସ ହେଲ୍‌ଥ ସର୍ଭେରେ ସ୍ଥାନୀୟ ଭାବେ ଏକ ନମ୍ବର ସ୍ଥାନ ହାସଲ କରିଛି । ଏହି ସର୍ଭେ ଅନୁଯାୟୀ ପ୍ରାଇଭେଟ୍‌/କର୍ପୋରେଟ୍ ହସ୍ପିଟାଲ୍ ଗୁଡ଼ିକର ମଲ୍ଟି ସ୍ପେସାଆଲିଟି ଶ୍ରେଣୀରେ ଏହି ସ୍ଥାନ ହାସଲ କରିଛି ସମ୍ ହସ୍ପିଟାଲ୍ । ସେହିପରି ହସ୍ପିଟାଲ୍‌ର ତିନୋଟି ବିଭାଗ ଦେଶର ଶ୍ରେଷ୍ଠ ୨୦ଟି ହସ୍ପିଟାଲ୍ ମଧ୍ୟରେ ସ୍ଥାନ ପାଇଥିବା ବୁଧବାର ପ୍ରକାଶିତ ଆନୁଆଲ୍ ଟାଇମ୍‌ସ୍ ହେଲ୍‌ଥ ସର୍ଭେରେ ସ୍ଥାନୀତ ହୋଇଛି ।

ସ୍ଥାନୀୟ ସ୍ତରରେ ହୋଇଥିବା ସର୍ଭେ ଅନୁଯାୟୀ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ଆଣ୍ଡ୍ ହେପାଟୋଲୋଜି, ୟୁରୋଲୋଜି, ନ୍ୟୁରୋ ସାଇନ୍‌ସେସ୍‌, ଅବ୍‌ଷ୍ଟେଟ୍ରିକ୍ସ ଆଣ୍ଡ ଗାଇନାକୋଲୋଜି ଏବଂ ଏମରଜେନ୍ସି ଆଣ୍ଡ ଟ୍ରମାକେୟାର ବିଭାଗ ଏହି ର‌୍ୟାଙ୍କିଂରେ ୧ ନମ୍ବର ସ୍ଥାନ ହାସଲ କରିଛି । ଗତବର୍ଷ ମଧ୍ୟ ଏହି ବିଭାଗଗୁଡ଼ିକୁ ସମାନ୍‌ ର‌୍ୟାଙ୍କିଙ୍ଗ୍ ମିଳିଥିଲା। ସ୍ଥାନୀୟ ଭାବେ ପେଡିଆଟ୍ରିକ୍ସ, ଅଙ୍କୋଲୋଜି ଏବଂ କାର୍ଡିଓ ସାଇନ୍‌ସେସ୍ ବିଭାଗ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ନେଫ୍ରୋଲୋଜି ବିଭାଗ ତୃତୀୟ ସ୍ଥାନରେ ରହିଛି । ଜାତୀୟ, ଆଂଚଳିକ ଏବଂ ସ୍ଥାନୀୟ ସ୍ତରରେ ଏହି ସର୍ଭେ କରାଯାଇଥାଏ ।

ସେହିପରି ଜାତୀୟ ସ୍ତରରେ ର‌୍ୟାଙ୍କିଙ୍ଗରେ ହସ୍ପିଟାଲ୍‌ର ପେଡିଆଟ୍ରିକ୍ସ, ୟୁରୋଲୋଜି ଏବଂ ନ୍ୟୁରୋ ସାଇନ୍‌ସେସ୍‌ ବିଭାଗ ଯଥାକ୍ରମେ ୧୩, ୧୭ ଏବଂ ୨୦ ତମ ସ୍ଥାନ ହାସଲ କରିଛି । ଏହି ସର୍ଭେ ଅନୁଯାୟୀ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୟୁରୋଲୋଜି ବିଭାଗ ପୂର୍ବାଂଚଳରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଆଂଚଳିକ ସ୍ତରରେ ହସ୍ପିଟାଲ୍‌ର ପେଡିଆଟ୍ରିକ୍ସ, ନ୍ୟୁରୋ ସାଇନ୍‌ସେସ୍ ଏବଂ ଏମରଜେନ୍ସି ଆଣ୍ଡ ଟ୍ରମାକେୟାର ବିଭାଗ ତୃତୀୟ ସ୍ଥାନରେ ରହିଛି । ସେହିପରି ପୂର୍ବାଂଚଳରେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ଏବଂ ଅଙ୍କୋଲୋଜି ବିଭାଗ ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ କାର୍ଡିଓ ସାଇନ୍‌ସେସ୍ ପଂଚମ ଓ ଅବ୍‌ଷ୍ଟ୍ରେଟିକ୍ସ ଆଣ୍ଡ ଗାଇନାକୋଲୋଜି ବିଭାଗ ଷଷ୍ଠ ସ୍ଥାନ ହାସଲ

   Related Posts