ଭୁବନେଶ୍ଵର ଉତ୍ତରା ଛକରେ ବାଇକକୁ ଧକ୍କା ଦେଲା କାର୍,୬ ମୃତ ଜଣେ ଗୁରୁତର
19/10/2018 at 10:48 PM

ଭୁବନେଶ୍ଵର;୧୯/୧୦-ଭୁବନେଶ୍ଵର ଉତ୍ତରା ଛକରେ ସଡ଼କ ଦୁର୍ଘଟଣା ।ଦୁର୍ଘଟଣାରେ ୬ଜଣଂକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଅଛି। ସୂଚନାଯୋଗ୍ୟ ଯେ, ବାଇକକୁ ଧକ୍କା ଦେବା ପରେ କାର୍ ଟିର ଚକା ଫାଟିଯିବା କାରଣରୁ ପାଖ ନାଳ ଭିତରକୁ ଛିଟିକି ପଡ଼ିଥିଲା । କାର ଭିତରେ ଥିବା ୪ ଜଣଙ୍କର ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା । ବାଇକରେ ଯାଉଥିବା ୨ ବାଇକ ଆରୋହୀଂକ ମଧ୍ୟ ମୃତ୍ୟୁ ଘଟିଛି ।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021