Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମର୍ମନ୍ତୁଦ ସଡକ ଦୁର୍ଘଟଣା : ରାସ୍ତା କଡରେ ପାର୍କିଂ ଟ୍ରକ୍‌କୁ ଧକ୍କା ଦେଲା କାର୍, ୫ ମୃତ

ହାଫିଜପୁର ୧୨।୯: ଉତ୍ତରପ୍ରଦେଶ ହାଫିଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଦ୍ରୁତ ଗତିରେ ଯାଉଥିବା କାରଟି ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

255 Views

   ସମ୍ବନ୍ଧିତ ଖବର