Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଯାଜପୁର ବଡ଼ଚଣା ଅଂଚଳରୁ ୫ ଦିନର ଶିଶୁ ଉଦ୍ଧାର

9/09/2018 at 6:06 PM

ଯାଜପୁର ୯/୯ : ଯାଜପୁର ଜିଲ୍ଲା ବଡ଼ଚଣା ଆନା ଅଞ୍ଚଳର ଏକ ମୁଣ୍ଡା ସାହୀ ରୁ ୫ ଦିନର ଶିଶୁକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ସେଠାରୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି | ସୁଚନା ମୁତାବକ ଗତକାଲି କେହି ଜଣେ ଅଜଣା ବ୍ୟକ୍ତି ଶିଶୁ ସୁରକ୍ଷା ଅଧିକାରୀ ଫେନ୍ ଯୋଗ ଶିଶୁ ବିଷୟରେ ଅବଗତ କରାଇଥିଲା | ଶିଶୁ ସୁରକ୍ଷା ଅଧିକାରି ବଡ଼ବଣା ଓ ଧର୍ମଶାଳା ପୋଲିସର ସହଯୋଗ ନେଇଥିଲେ | ଉଭୟ ଥାନାର ପୋଲିସ ଚଢାଉ କରି ବଡତଣା ଅଞ୍ଚଳର ମୁଣ୍ଡା ସାହି ରୁ ୫ ମାସର ଶିଶୁକୁ ଉଦ୍ଧାର କରି ଯାଜପୁର ମୋଡ଼ିକାଲରେ ଭର୍ତ୍ତି କରିଛି | ତେବେ ଶୁରକ୍ଷା ଅଧିକାରିଙ୍କ ସୁଚନା ଅନୁଯାୟୀ, ଶିଶୁଟିକୁ କେହି ଜଣାତ ଅବସ୍ଥାରେ ମୁଣ୍ଡା ସାହିରେ ଦେଇ ଯାଇଥିବା ସନ୍ଦେହ କରାଯାଉଛି.ତଦନ୍ତ୍ର ହେଲେ ସତ୍ୟା ସତ୍ୟକ ଜଣା ପଡିବ | ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଡାକ୍ତର କହିଛନ୍ତି |

   Related Posts