Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ବଲିଉଡର ଏହି ୫ଟି ଫିଲ୍ମ ପରିବାର ସହ ଦେଖିହେବ ନାହିଁ …

6/09/2019 at 3:44 PM

ମୁମ୍ବାଇ୬|୯: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଫିଲ୍ମ ଅଛି ଯାହା ପରିବାର ସହ ବସି ଏକା ସହ ଦେଖି ହେବ ନାହିଁ। ତେବେ ଏହି ୫ଟି ଫିଲ୍ମ ବିଷୟରେ ଜାଣନ୍ତୁ ଯାହା ସେନ୍‌ସର ବୋର୍ଡ ମଧ୍ୟ ପାସ କରିନଥିଲା।

୧- ବ୍ୟାଣ୍ଡିଟ କୁଇନ୍‌- ଫିଲ୍ମ ବ୍ୟାଣ୍ଡିଟ କୁଇନ୍‌ରେ ବହୁତ ଅଧିକ ବୋଲ୍ଡ ସିନ୍‌ ଅଛି। ଏଭଳି ଫିଲ୍ମ ପରିବାର ସହ ବସି ଏକା ସହ କେବେ ଦେଖି ହେବ ନାହିଁ। ସୀମା ବିସ୍ବାସଙ୍କ ଏକ ସମ୍ପୂର୍ଣ୍ଣ ନଗ୍ନ ଦୃଶ୍ୟ ଏହି ଫିଲ୍ମରେ ରହିଛି ।

୨- ଅନ୍‌ଫ୍ରିଡମ୍‌- ଏହି ଫିଲ୍ମରେ ୨ ଜଣ ମହିଳାଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ଦେଖାଯାଇଛି। ଅଧିକ ବୋଲ୍ଡ ସିନ୍‌ ଥିବାରୁ ସେନ୍‌ସର ବୋର୍ଡ ଫିଲ୍ମକୁ ପାସ କରିନଥିଲା। ପରେ ଫିଲ୍ମ ଅନ୍‌ଲାଇନ ଉପଲବ୍ଧ ହୋଇଥିଲା।

୩- କାମସୂତ୍ର- ମୀରା ନୟାରଙ୍କ କାମସୂତ୍ରରେ ନଗ୍ନତା ଏବଂ ଉତ୍ତେଜକ ଦୃଶ୍ୟ ଭର୍ତ୍ତି ହୋଇରହିଥିଲା । ତାପରେ ବଲିଉଡରେ ଏଭଳି ଫିଲ୍ମ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଫିଲ୍ମରେ ସମ୍ପୂର୍ଣ୍ଣ ନ୍ୟୁଡ୍‌ ସିନ୍‌ ଅଛି। ଅଶ୍ଳୀଳତା ଯୋଗୁଁ ଫିଲ୍ମର ଇଂଲିସ ଭର୍ସନକୁ ଭାରତରେ ପ୍ରଦର୍ଶନ ପାଇଁ ସେନ୍‌ସର କ୍ଲି୍ରାନ୍ସ ମିଳିନଥିଲା । କିନ୍ତୁ କିଛି ସିନ ଏଡିଟ କରିବାପରେ ହିନ୍ଦି ଭର୍ସନକୁ ସେନସର ଅନୁମୋଦନ ମିଲିଥିଲା । ଏଭଳି ଫିଲ୍ମ କେବେ ପରିବାର ସହ ଦେଖିହେବ ନାହିଁ।

୪- ସିଂସ- ଏହି ଫିଲ୍ମରେ ବୋଲି୍ଡ ସିନ୍‌ର ସବୁ ସୀମା ପାର କରାଯାଇଥିଲା। ଏଥିପାଇଁ ଫିଲ୍ମ ରିଲିଜ କରାଯାଇନଥିଲା। ପରେ ଫିଲ୍ମକୁ ଅନ୍‌ଲାଇନ୍‌ ରିଲିଜ କରାଯାଇଥିଲା। ଏହି ଫିଲ୍ମ ୟୁଟ୍ୟୁବରେ ଅଛି।

୫- ଗାଣ୍ଡୁ- ବେଙ୍ଗଲୀ ଫିଲ୍ମ ଗାଣ୍ଡୁରେ ସବୁଠୁ ଅଧିକ ଅଶ୍ଳୀଳତା ଦେଖାଯାଇଛି । ଫିଲ୍ମରେ ବହୁତ ଅଧିକ ବୋଲ୍ଡ ସିନ୍‌ ଅଛି।  ଏଭଳି ଫିଲ୍ମ ପରିବାର ସହ ବସି ଦେଖିହେବ ନାହିଁ।

 

   Related Posts