Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ବଲିଉଡର ଏହି ୫ ଜଣ ଅଭିନେତାଙ୍କର ସିଗରେଟ ଟାଣିବାର ରହିଛି ଖରାପ ଅଭ୍ୟାସ

25/09/2019 at 2:42 PM

ମୁମ୍ବାଇ୨୫|୯: ବଲିଉଡର କେଉଁ ଅଭିନେତା ଧୂମାପାନ କରିବାର ଖରାପ ଅଭ୍ୟାସ ରଖନ୍ତି ଜାଣନ୍ତୁ।

ଶାହରୁଖ ଖାନ- ବଲିଉଡର କଂଙ୍ଗ ଖାନ ଶାହରୁଖ ଖାନଙ୍କୁ ସିଗାରେଟ ଟାଣିବା ଖରାପ ଅଭ୍ୟାସ ଅଛି। ଶାହରୁଖଙ୍କୁ ଅନେକ ଥର ପବ୍ଲିକ୍‌ରେ ମଧ୍ୟ ସିଗାରେଟ ଟାଣିବାର ସ୍ପଟ୍‌ ହୋଇଛନ୍ତି। 

ସଲମାନ ଖାନ- ବଲିଉଡର ସୁଲତାନ ସଲମାନ ଖାନ ଫିଲ୍ମ ସେଟ୍‌ରେ ଧୂମପାନ କରନ୍ତି। ଏହା ବ୍ୟତୀତ ସେ ନିଜ ଗାଡିରେ ମଧ୍ୟ ସିଗାରେଟ ପ୍ୟାକେଟ ରଖି ବୁଲନ୍ତି।

ଆମୀର ଖାନ- ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ କୁହାଯାଉଥିବା ଆମୀର ଖାନ ଜଣେ ଚେନ ସ୍ମୋକର। ପରିବାର ଲୋକେ ମନା କରିବା ପରେ ବି ସେ ତାଙ୍କର ଏହି ଖରାପ ଅଭ୍ୟାସ ଛାଡିପାରୁନାହାନ୍ତି।

ରଣବୀର କପୁର- ବଲିଉଡର ଚକ୍‌ଲେଟ ବଏ ରଣବୀର କପୁରଙ୍କୁ ମଧ୍ୟ ସିଗାରେଟ ଟାଣିବାର ଖରାପ ଅଭ୍ୟାସ ଅଛି। ସୋ କୌଣସି ସ୍ଥାନରେ ବି ସିଗାରେଟ ପିଇବା ଆରମ୍ଭ କରିଦିଅନ୍ତି।

୫- ଅଜୟ ଦେବଗନ- ବଲିଉଡରେ ସିଘଂମ ନାଁରେ ପରିଚିତ ଅଜୟ ଦେବଗନ ଇଣ୍ଡଷ୍ଟ୍ରିର ସବୁଠୁ ବଡ ଚେନ ସ୍ମୋକର୍। ଫିଲ୍ମରେ ମଧ୍ୟ ତାଙ୍କ ଅନେକ ଥର ସିଗାରେଟ ଟାଣିବାରେ ଦେଖାଯାଇଛି।  ଗଂଗାଜଲ ଫିଲ୍ମରେ ଅଜୟ ବହୁତ ଅଧିକ ସିଗାରେଟ ଟାଣିଥିଲେ।

   Related Posts