ବଲିଉଡର ଏହି ୫ ଜଣ ଅଭିନେତାଙ୍କର ସିଗରେଟ ଟାଣିବାର ରହିଛି ଖରାପ ଅଭ୍ୟାସ
25/09/2019 at 2:42 PM

ମୁମ୍ବାଇ୨୫|୯: ବଲିଉଡର କେଉଁ ଅଭିନେତା ଧୂମାପାନ କରିବାର ଖରାପ ଅଭ୍ୟାସ ରଖନ୍ତି ଜାଣନ୍ତୁ।

ଶାହରୁଖ ଖାନ- ବଲିଉଡର କଂଙ୍ଗ ଖାନ ଶାହରୁଖ ଖାନଙ୍କୁ ସିଗାରେଟ ଟାଣିବା ଖରାପ ଅଭ୍ୟାସ ଅଛି। ଶାହରୁଖଙ୍କୁ ଅନେକ ଥର ପବ୍ଲିକ୍ରେ ମଧ୍ୟ ସିଗାରେଟ ଟାଣିବାର ସ୍ପଟ୍ ହୋଇଛନ୍ତି।

ସଲମାନ ଖାନ- ବଲିଉଡର ସୁଲତାନ ସଲମାନ ଖାନ ଫିଲ୍ମ ସେଟ୍ରେ ଧୂମପାନ କରନ୍ତି। ଏହା ବ୍ୟତୀତ ସେ ନିଜ ଗାଡିରେ ମଧ୍ୟ ସିଗାରେଟ ପ୍ୟାକେଟ ରଖି ବୁଲନ୍ତି।

ଆମୀର ଖାନ- ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ କୁହାଯାଉଥିବା ଆମୀର ଖାନ ଜଣେ ଚେନ ସ୍ମୋକର। ପରିବାର ଲୋକେ ମନା କରିବା ପରେ ବି ସେ ତାଙ୍କର ଏହି ଖରାପ ଅଭ୍ୟାସ ଛାଡିପାରୁନାହାନ୍ତି।

ରଣବୀର କପୁର- ବଲିଉଡର ଚକ୍ଲେଟ ବଏ ରଣବୀର କପୁରଙ୍କୁ ମଧ୍ୟ ସିଗାରେଟ ଟାଣିବାର ଖରାପ ଅଭ୍ୟାସ ଅଛି। ସୋ କୌଣସି ସ୍ଥାନରେ ବି ସିଗାରେଟ ପିଇବା ଆରମ୍ଭ କରିଦିଅନ୍ତି।

୫- ଅଜୟ ଦେବଗନ- ବଲିଉଡରେ ସିଘଂମ ନାଁରେ ପରିଚିତ ଅଜୟ ଦେବଗନ ଇଣ୍ଡଷ୍ଟ୍ରିର ସବୁଠୁ ବଡ ଚେନ ସ୍ମୋକର୍। ଫିଲ୍ମରେ ମଧ୍ୟ ତାଙ୍କ ଅନେକ ଥର ସିଗାରେଟ ଟାଣିବାରେ ଦେଖାଯାଇଛି। ଗଂଗାଜଲ ଫିଲ୍ମରେ ଅଜୟ ବହୁତ ଅଧିକ ସିଗାରେଟ ଟାଣିଥିଲେ।