ଧରାପଡ଼ିଲେ ୫ ଡକାୟତ

Published By : Prameya-News7 Bureau | February 18, 2020 IST

ଭୁବନେଶ୍ବର: ଡକାୟତି ଯୋଜନା ବେଳେ ଧରାପଡ଼ିଲେ ୫ ଡକାୟତ , ଲକ୍ଷ୍ମୀସାଗର ଥାନା ପୋଲିସ ଏହି ଡକାୟତମାନଙ୍କୁ ଗିରଫ କରିଛି  ।

ଡ଼କାୟତମାନଙ୍କ ଠାରୁ ଠେଙ୍ଗା, କଟୁରି, ଲୁହାଛଡ଼ ଜବତ  କରାଯାଇଛି । ଏହି ଗିରଫ ଡକାୟତଙ୍କ ନାଁରେ ରହିଛି ୩୦ରୁ ଅଧିକ ମାମଲା ରହିଛି । ରାଜଧାନୀ ସହ ଅନ୍ୟ ଥାନାମାନଙ୍କରେ ଏହି ଡକାୟତମାନଙ୍କ ନାମରେ ବିଭିନ୍ନ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.