Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଟିଏମରୁ ଚୋରୀ ଉଦ୍ୟମ ଘଟଣାରେ ୬ଜଣଙ୍କୁ ଗିରଫ କଲା ଗୋପାଳପୁର ପୋଲିସ

3/12/2018 at 4:46 PM

ବ୍ରହ୍ମପୁର ୦୩|୧୨ : ଏଟିଏମ କାଉଣ୍ଟରରୁ ଟଙ୍କା ଚୋରି ଉଦ୍ୟମ କରି  ୬ଟି ବ୍ୟାଟେରୀ ଚୋରି କରିବା ଘଟଣାରେ ୬ଜଣ ଗିରଫ ହୋଇଛନ୍ତି । ଗୋପାଳପୁର ପୋଲିସ  ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କ ନିକଟରୁ ୬ଟି ବ୍ୟାଟେରୀ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଗୋପାଳପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ।

   Related Posts