ଏଟିଏମରୁ ଚୋରୀ ଉଦ୍ୟମ ଘଟଣାରେ ୬ଜଣଙ୍କୁ ଗିରଫ କଲା ଗୋପାଳପୁର ପୋଲିସ

Published By : Prameya-News7 Bureau | December 03, 2018 IST

ବ୍ରହ୍ମପୁର ୦୩|୧୨ : ଏଟିଏମ କାଉଣ୍ଟରରୁ ଟଙ୍କା ଚୋରି ଉଦ୍ୟମ କରି  ୬ଟି ବ୍ୟାଟେରୀ ଚୋରି କରିବା ଘଟଣାରେ ୬ଜଣ ଗିରଫ ହୋଇଛନ୍ତି । ଗୋପାଳପୁର ପୋଲିସ  ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କ ନିକଟରୁ ୬ଟି ବ୍ୟାଟେରୀ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଗୋପାଳପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.