ନୀଳଗିରିର ଶିଶୁ ଦୁଷ୍କର୍ମକାରୀ ଗିରଫ

Published By : Prameya-News7 Bureau | April 17, 2018 IST

ନୀଳଗିରିରେ ୪ବର୍ଷ ଶିଶୁ କନ୍ୟାକୁ ଦୁଷ୍କର୍ମ କରି ଫେରାର ହେଇଯାଇଥିବା ଅଭିଯୁକ୍ତ ଗିରଫ ଅଭିଯୁକ୍ତ ନିତ୍ୟାନନ୍ଦ ଜେନା ଗିରଫ ମାମଲା ରୁଜ୍ଜୁ ପରେ ଅଭିଯୁକ୍ତକୁ ଧରିବା ପାଇଁ ୩ଟି ଟିମ ଗଠିତ ହେଇଥିଲା ଅଭିଯୁକ୍ତର ଫୋନକୁ ଟ୍ରାକ କରି ପୋଲିସ ଗିରଫ କରିଛି ଭଦ୍ରକ ବନ୍ତ ଛକରୁ ଗିରଫ ନୀଳଗିରି ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.