Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

୪ ମାସର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା : ନା ମାନେ ନା

23/04/2018 at 9:13 AM

ଘଟଣା ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରର | ୪ମାସର ଶିଶୁ କୁ ଦୁଷ୍କର୍ମ ପରେ ହତ୍ୟା କରିଛି ଶିଶୁର ଜଣେ ସମ୍ପର୍କୀୟ ମାମୁ | ଅତି ଗରିବ ପରିବାର ହୋଇଥିବାରୁ ମା ସହ ଶିଶୁଟି ଫୁଟପାଥରେ ସୋଇଥିଲା | ସେଠାରୁ ଅଭିଯୁକ୍ତ ମାମୁ ଶିଶୁକୁ ଉଠାଇ ନେଇ ଦୁଷ୍କର୍ମ ପରେ ହତ୍ୟା କରିଥିଲା | ସକାଳେ ପରିବାର ଲୋକେ ଶିଶୁକୁ ଖୋଜାଖୋଜି କରିଥିଲା | ପୋଲିସ କୁ ଖବର ଦେବା ପରେ ନିକଟସ୍ଥ ଅଂଚଳରୁ ଶିଶୁର କ୍ଷତ ବିଖ୍ୟାତ ମୃତଦେହ ଉଦ୍ଧାର ହୋଇଥିଲା |ଶିଶୁକୁ ଟେକି ନେବାର ଦୃଶ୍ୟ ସିସିଟିଭିରେ କାଏଦ ହୋଇଛି |ଯାହାକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ | ଅଭିଯୁକ୍ତ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛି | ଶିଶୁର ମୃତଦେହ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହୋଇଛି ତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି |

ଏପରି ଜଘନ୍ୟ କାଣ୍ଡ ଘଟାଉଥିବା ଅପରାଧୀକୁ ଦଣ୍ଡ କଣ ?

Leave a Reply

   Related Posts