କ୍ୟାସିୟରଙ୍କଠୁ ୪ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
4/01/2020 at 4:07 PM

Image Courtesy : file
ନୀଳଗିରି ୪/୧: ମିତ୍ରପୁର ଅଂଚଳରେ ଦୁର୍ବୁର୍ତ୍ତ ଝାମ୍ପିନେଇଛନ୍ତି ୪ ଲକ୍ଷ ଟଙ୍କା । ବାଲଗୋପାଳପୁର ଅଂଚଳରେ ଥିବା ବ୍ୟାଙ୍କରୁ ମିତ୍ରପୁର ଟ୍ରକ ଏସୋସିଏସନର କ୍ୟାସିୟର ସୁଧାଂଶୁ ଶେଖର ପଣ୍ଡା ୪ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ମିତ୍ରପୁର ଅଂଚଳରେ ଛିଡ଼ାହୋଇଥିବା ବେଳେ ଝାମ୍ପିନେଇଛନ୍ତି ଦୁର୍ବୁର୍ତ୍ତ।
ପୋଲିସ୍ ଦୁର୍ବୃତ୍ତଙ୍କୁ ଧରିବା ଲାଗି ତଦନ୍ତ ଆରମ୍ଭ କରିଛି।