Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋନପୁରର ମୁଣ୍ଡଘାଟ ପୋଲ ଉପରେ ୪ଫୁଟର ବନ୍ୟା ପାଣି ପ୍ରବାହିତ

29/08/2018 at 12:04 AM

ସୋନପୁର ୨୯/୮:ସୋନପୁରରେ ମଧ୍ୟ ବନ୍ୟା ସ୍ଥିତି । ମୁଣ୍ଡଘାଟ ପୋଲ ଉପରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ସୋନପୁରରୁ ବୀରମହାରାଜପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତକାଲି ହୀରାକୁଦ ଜଳଭଣ୍ଡାରର ୨୫ଟି ଗୋଟ ଖୋଲିବା ପରେ ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେଉଛି । ଏହାଫଳରେ ମହାନଦୀ ପାଖରେ ଥିବା ମୁଣ୍ଡଘାଟ ଜୋରରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ।

 

   Related Posts