Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ଭୂମିହୀନଙ୍କୁ ମିଳିଲା ଜମିପଟ୍ଟା: ୪୮ ଜଣ ବସ୍ତି ବାସିନ୍ଦା ହେଲେ ଥଇଥାନ

22/10/2020 at 4:35 PM

ଅନୁଗୋଳ୨୨/୧୦:  ଓଡିଶା ସରକାରଙ୍କ ବସ୍ତିବାସିନ୍ଦା ଭୂମି ଅଧିକାର ଆଇନ ଅନୁସାରେ ଅନଗୁଳରେ ଭୂମିହୀନଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ଆଜି ଅନଗୁଳର ୩ଟି ବସ୍ତିରେ ଜମିପଟ୍ଟା ପ୍ରଦାନ କରାଯାଇଛି।

ଅନଗୁଳ ପୌରପାଳିକାର ୧୭ ନମ୍ବର ୱାର୍ଡ ଭରତ ନଗର ବସ୍ତିର ୪୮  ଜଣ ହିତାଧିକାରୀଙ୍କୁ ପ୍ରମାଣ ପତ୍ର  ହସ୍ତାନ୍ତର କରାଯାଇଛି। ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ନିଜ ହାତରେ ଏହି ପ୍ରମାଣପତ୍ର ହିତାଧିକାରୀଙ୍କୁ ଦେଇଛନ୍ତି। ତାଙ୍କ ସହ ଅନଗୁଳ ଉପଜିଲ୍ଲାପାଳ ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିଲେ। ଏହା ଦ୍ବାରା ରାଜ୍ୟ ସରକାରଙ୍କ ଜାଗା ମିଶନ ସଫଳ ହେବା ସହ ସମସ୍ତ ଭୂମିହୀନ ଥଇଥାନ ହୋଇ ପାରିବେ ବୋଲି କହିଛନ୍ତି।

   Related Posts