Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଟ୍ରାଫିକ୍‌ ନିୟମ ଉଲ୍ଲଘଂନ- ୪୪ ବାହାର ରାଜ୍ୟ ବସ୍‌ର କଟିଲା ଚାଲାଣ

11/12/2019 at 10:44 PM

ଭୁବନେଶ୍ୱର ୧୧।୧୨ – ଟ୍ରାଫିକ୍‌ ନିୟମ ଉଲ୍ଲଘଂନ ଅଭିଯୋଗରେ ୪୪ଟି ବାହାର ରାଜ୍ୟ ବସ୍‌ର ଚଲାଣ କଟିଛି । ରାଜ୍ୟ ସଡକ ଓ ପରିବହନ ବିଭାଗର ସୂଚନା ଅନୁଯାୟୀ ରାଜ୍ୟକୁ ଆସିଥିବା ବିଭିନ୍ନ ବସ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିବା ଓ ଆବଶ୍ୟକୀୟ ଦସ୍ତାବେଜ ନ ରଖିବା ଅଭିଯୋଗରେ ଚାଲାଣ କଟିଛି ।

କେତକ ବସ୍‌ ବିନା ପରିମିଟ୍‌ରେ ଯାତ୍ରୀ ବହନ କରିଥିବା ବେଳେ ଅନ୍ୟ କେତକ ବସ୍‌ ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ ହୋଇଛି ।

ପଶ୍ଚିମବଙ୍ଗର ୧୩ଟି ଛତିଶଗଡର୧୨ଟି , ଆନ୍ଧ୍ର ପର୍ଦେଶର ୨ଟି, ଝାଡଖଣ୍ଡର ଗୋଟିଏ ବିହାର ଓ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ବସ୍‌ ରହିଛି । ଓଡିଶାରର ୧୩ଟି ବସ୍‌ରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି ।

   Related Posts