Wednesday, June 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିମାପଡା କୋଣାର୍କ ରାସ୍ତାରୁ ଜଣେ ବ୍ୟବସାୟୀଙ୍କ କାରରୁ ୪୨ ଲକ୍ଷ ଟଙ୍କା ଜବତ

ନିମାପଡା ୧୫/୪ : ନିମାପଡା କୋଣାର୍କ ରାସ୍ତାରୁ ଜଣେ ବ୍ୟବସାୟୀଙ୍କ କାରରୁ ୪୨ ଲକ୍ଷ ଟଙ୍କା ଜବତ ହୋଇଛି | ନିମାପଡା ଦିଘାଳ ରାସ୍ତା ଦେଇ ଜଣେ ବ୍ୟବସାୟୀ ଯାଉଥିବା ବେଳେ ଫ୍ଲିଙ୍ଗ ସ୍କ୍ୱାର୍ଡ କାରଟିକୁ ଅଟକାଇ ଥିଲା | କାରରୁ ୪୨ ଲକ୍ଷ ଟଙ୍କା ଜବତ ହୋଇସାଥୀ | ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି | ବ୍ୟବସାୟୀ ଜଣକ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ସେ ନେଇ ଖୋଳତାଡ କରୁଛି ପୋଲିସ |

349 Views

   ସମ୍ବନ୍ଧିତ ଖବର