ଖୁସି ଖବର, ସୁସ୍ଥ ହେଲେ ଆଉ ୪୦୯୦ କରୋନା ଆକ୍ରାନ୍ତ

Published By : Prameya-News7 Bureau | September 19, 2020 IST

ଭୁବନେଶ୍ୱର, ୧୯ ।୦୯:  ଶନିବାର ରାଜ୍ୟରେ ଆଉ ୪୦୯୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୧୬୫୭ରେ ପହଁଚିଛି ।

wp:html /wp:html

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୫ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୪୧୨, କଟକରୁ ୩୭୧, ବରଗଡରୁ ୧୬୯, ନବରଙ୍ଗପୁରରୁ ୧୬୦, ସୁନ୍ଦରଗଡରୁ ୧୫୬, କେନ୍ଦ୍ରାପଡାରୁ ୧୪୫, ରାୟଗଡାରୁ ୧୪୫, ଯାଜପୁରରୁ ୧୩୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ସେହିପରି ବଲାଙ୍ଗୀରରୁ ୧୨୩, ଜଗତସିଂହପୁରରୁ ୧୨୧, କୋରାପୁଟରୁ ୧୨୦, ମୟୂରଭଞ୍ଜରୁ ୧୧୫, ସୋନପୁରରୁ ୧୧୦, ବଦ୍ରକରୁ ୧୦୪, ସମ୍ବଲପୁରରୁ ୯୯, ଝାରସୁଗୁଡାରୁ ୯୩, କେଉଁଝରରୁ ୯୨, ବାଲେଶ୍ୱରରୁ ୯୧, ନୟାଗଡରୁ ୮୩, ନୂଆପଡାରୁ ୭୮, ଅନୁଗୋଳରୁ ୬୬, ଗଞ୍ଜାମରୁ ୫୬, ଢେଙ୍କାନାଳରୁ ୫୦ ଓ କଳାହାଣ୍ଡିରୁ ୪୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏତତ୍ ବ୍ୟତୀତ, ମାଲକାନଗିରିରୁ ୪୪, କନ୍ଧମାଳରୁ ୩୮, ବୌଦ୍ଧରୁ ୧୮, ଗଜପତିରୁ ୧୮, ଦେବଗଡରୁ ୧୪ଜଣ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.