ଖୁସି ଖବର, ସୁସ୍ଥ ହେଲେ ଆଉ ୪୦୪୮ କରୋନା ଆକ୍ରାନ୍ତ

Published By : Prameya-News7 Bureau | October 02, 2020 IST

ଭୁବନେଶ୍ୱର, ୦୨ ।୧୦:  ଶୁକ୍ରବାର ରାଜ୍ୟରେ ଆଉ ୪୦୪୮ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୧୨୮ ରେ ପହଁଚିଛି ।

wp:html /wp:html wp:html /wp:html

ଖୋର୍ଧାରୁ ସର୍ବାଧିକ ୬୮୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୬୬, ପୁରୀରୁ ୧୯୫, ଯାଜପୁରରୁ ୧୭୬, ଅନୁଗୋଳରୁ ୧୬୭, କନ୍ଧମାଳରୁ ୧୪୬, କେନ୍ଦ୍ରାପଡାରୁ ୧୪୨, ନବରଙ୍ଗପୁରରୁ ୧୩୩, ଜଗତସିଂହପୁରରୁ ୧୩୦, ଭଦ୍ରକରୁ ୧୧୮, ବାଲେଶ୍ୱରରୁ ୧୧୫, ସମ୍ବଲପୁରରୁ ୧୧୧, ମୟୂରଭଞ୍ଜରୁ ୧୦୮, କେନ୍ଦୁଝରରୁ ୧୦୭, ବରଗଡରୁ ୧୦୬, ନୂଆପଡାରୁ ୧୦୧, ରାୟଗଡାରୁ ୯୯, ସୁନ୍ଦରଗଡରୁ ୯୮ ଜଣ ସୁସ୍ଥ ହୋଇଛନ୍ତି ।

ଏତତ୍ ବ୍ୟତୀତ ଝାରସୁଗୁଡାରୁ ୮୧, କୋରାପୁଟରୁ ୬୪, ସୋନପୁରରୁ ୬୧, କଳାହାଣ୍ଡିରୁ ୫୩, ମାଲକାନଗିରିରୁ ୪୮, ନୟାଗଡ଼ରୁ ୪୬, ବଲାଙ୍ଗୀରରୁ ୪୫, ଗଞ୍ଜାମରୁ ୩୯, ବୌଦ୍ଧରୁ ୩୫, ଢେଙ୍କାନାଳରୁ ୩୩, ଦେବଗଡରୁ ୧୬, ଗଜପତିରୁ ୧୩ଜଣ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.