ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ନିକଟରୁ ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

Published By : Prameya-News7 Bureau | May 20, 2019 IST

ସୋର ୨୦/୫ : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ଇଣ୍ଡିଆନ ଅଏଲ ପାଖରୁ ସିମୁଳିଆ ପୋଲିସ ଦ୍ବାରା ୪୦୦ ଲିଟର ଦେଶୀ ମଦ ଜବଦ କରାଯାଇଛି । ଖବରରୁ ଜଣାଯାଏ ଖନ୍ତାପଡା ଥାନା ଅନ୍ତର୍ଗତ ବିରୁହ୍ନା ଅଞ୍ଚଳର ଜଣେ ଯୁବକ ଏକ ପିକଅପରେ ୪୦୦ ଲିଟର ଦେଶୀ ମଦ ନେଇ ବାହାନଗାରୁ ଭଦ୍ରକ ଅଭିମୁଖେ ଯାଉଥିଲା ବେଳେ ସିମୁଳିଆ ପୋଲିସ ପିକଅପ ସହିତ ଡ୍ରାଇଭର ଖଗେଶ୍ୱର ବାରିକକୁ ଗିରଫ କରିଛି ।

{"id":113760}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.