Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ବିଦ୍ୟା ବାଲନଙ୍କୁ ଜାନୁଆରୀରେ ଛୁଇଁଲା ଚାଳିଶି କିନ୍ତୁ ହରେଇ ନାହାଁନ୍ତି ଚେହେରାର ଚମକ…ଲାଗୁଛନ୍ତି ହଟ୍ ଆଉ ସେକ୍ସି

4/02/2019 at 7:57 PM

ବିଦ୍ୟାବାଲନଙ୍କୁ ଫିଲ୍ମପ୍ରେମି ନିଶ୍ଚତ ଚିହ୍ନିଥିବେ । ଡ଼ାର୍ଟି ପିକ୍ଚରରୁ କ୍ୟାରିୟର କରିଥିବା ବିଦ୍ୟା ବାଲନ ଆଜି ଯାଏଁ ବି ସେମିତି ହଟ..ଆଉ ସେକ୍ସି । ଜାନୁଆରୀ ୧ ତାରିଖ ୨୦୧୯ରେ ତାଙ୍କୁ ୪୦ ଟପିଗଲା । ହେଲେ ନିଜ ଚେହେରାର ଚମକ କିନ୍ତୁ ହରେଇନାହାଁନ୍ତି ।

ସେ ନିଜର କ୍ୟାରିୟର ଆରମ୍ଭ କରିବା ପରେ ପଛକୁ ଫେରି ଚାହିଁ ନାହାଁନ୍ତି । ସେ ସବୁବେଳେ ନିଜର ଲୁକ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ୪୧ତମ ଫଗୁଣକୁ ଅପେକ୍ଷା କରିଥିବା ବିଦ୍ୟାଙ୍କୁ ସବୁବେଳେ କିଛି ନା କିଛି ଫିଲ୍ମ ଚର୍ଚ୍ଚାରେ ରଖିଆସିଛି ।

ସେ ସିର୍ଦ୍ଧାଥ ରାୟ କପୁରଙ୍କୁ ବିବାହ କରି ସିନେମା ସହିତ ବୈବାହିକ ଜୀବନକୁ ମଧ୍ୟ ଖୁସିରେ କଟାଉଛନ୍ତି । ସେ ସେମିତି ଅଛନ୍ତି ବିୟୁଟି..କ୍ୟୁଟି । ସେମିତି ଅଛନ୍ତି ହଟ ଆଉ ସେକ୍ସି ।

୪୦ ବର୍ଷ ବୟସରେ ପାଦ ଦେଇଥିବା ଜଣେ ମହିଳା ଏତେ ସୁନ୍ଦରୀ ଦେଖାଯିବା ନିହାତି ବ୍ୟତିକ୍ରମ । ବିଦ୍ୟା ବାଲନ ମଧ୍ୟ ସେମିତି ବ୍ୟତିକ୍ରମ ନିଜ ଚମକ ଚେହେରାକୁ ନେଇ ।

   Related Posts