ବିଦ୍ୟା ବାଲନଙ୍କୁ ଜାନୁଆରୀରେ ଛୁଇଁଲା ଚାଳିଶି କିନ୍ତୁ ହରେଇ ନାହାଁନ୍ତି ଚେହେରାର ଚମକ…ଲାଗୁଛନ୍ତି ହଟ୍ ଆଉ ସେକ୍ସି
4/02/2019 at 7:57 PM

ବିଦ୍ୟାବାଲନଙ୍କୁ ଫିଲ୍ମପ୍ରେମି ନିଶ୍ଚତ ଚିହ୍ନିଥିବେ । ଡ଼ାର୍ଟି ପିକ୍ଚରରୁ କ୍ୟାରିୟର କରିଥିବା ବିଦ୍ୟା ବାଲନ ଆଜି ଯାଏଁ ବି ସେମିତି ହଟ..ଆଉ ସେକ୍ସି । ଜାନୁଆରୀ ୧ ତାରିଖ ୨୦୧୯ରେ ତାଙ୍କୁ ୪୦ ଟପିଗଲା । ହେଲେ ନିଜ ଚେହେରାର ଚମକ କିନ୍ତୁ ହରେଇନାହାଁନ୍ତି ।

ସେ ନିଜର କ୍ୟାରିୟର ଆରମ୍ଭ କରିବା ପରେ ପଛକୁ ଫେରି ଚାହିଁ ନାହାଁନ୍ତି । ସେ ସବୁବେଳେ ନିଜର ଲୁକ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ୪୧ତମ ଫଗୁଣକୁ ଅପେକ୍ଷା କରିଥିବା ବିଦ୍ୟାଙ୍କୁ ସବୁବେଳେ କିଛି ନା କିଛି ଫିଲ୍ମ ଚର୍ଚ୍ଚାରେ ରଖିଆସିଛି ।

ସେ ସିର୍ଦ୍ଧାଥ ରାୟ କପୁରଙ୍କୁ ବିବାହ କରି ସିନେମା ସହିତ ବୈବାହିକ ଜୀବନକୁ ମଧ୍ୟ ଖୁସିରେ କଟାଉଛନ୍ତି । ସେ ସେମିତି ଅଛନ୍ତି ବିୟୁଟି..କ୍ୟୁଟି । ସେମିତି ଅଛନ୍ତି ହଟ ଆଉ ସେକ୍ସି ।

୪୦ ବର୍ଷ ବୟସରେ ପାଦ ଦେଇଥିବା ଜଣେ ମହିଳା ଏତେ ସୁନ୍ଦରୀ ଦେଖାଯିବା ନିହାତି ବ୍ୟତିକ୍ରମ । ବିଦ୍ୟା ବାଲନ ମଧ୍ୟ ସେମିତି ବ୍ୟତିକ୍ରମ ନିଜ ଚମକ ଚେହେରାକୁ ନେଇ ।