Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମା’ଙ୍କ ଭସାଣୀ ପାଇଁ ରାଜଧାନୀରେ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ

26/10/2020 at 3:09 PM

ଭୁବନେଶ୍ବର ୨୬।୧୦: ଦୁର୍ଗାପୂଜା ଭସାଣ ଉତ୍ସବ ପାଇଁ ରାଜଧାନୀରେ କଡାକଡି ସୁରକ୍ଷା ବ୍ୟବସ୍ଥା । ଭସାଣୀ ଉତ୍ସବରେ କୋଭିଡ୍ ଗାଇଡ୍ ଲାଇନକୁ କଡାକଡି ଭାବେ ପାଳନ କରାଯିବ । ଭସାଣୀ ବେଳେ ପୂଜା କମିଟିର ୪ ଜଣ କର୍ମକର୍ତ୍ତା ଉପସ୍ଥିତ ରହିବେ ।

୧୭୬ଟି ମେଢକୁ ପର୍ଯ୍ୟାୟ କ୍ରମେ ଭସାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଭସାଣ ଉତ୍ସବରେ ରାଜଧାନୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ମଣ୍ଡପରୁ ଭସାଣୀ ସ୍ଥାନ ପର୍ଯ୍ୟନ୍ତ ପିସିଆର୍‌ ଭ୍ୟାନ୍‌ ନିୟୋଜିତ କରାଯିବ । ଆଜିଠୁ କିଛି ମଣ୍ଡପରେ ଭସାଣ ଉତ୍ସବ ଆରମ୍ଭ ହୋଇଛି । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

   Related Posts