ରେଡ଼ିଏଣ୍ଟ କ୍ୟାସ ମ୍ୟାନଜମେଣ୍ଟ ଆକାଉଣ୍ଟରୁ ୪୦ ଲକ୍ଷ ଟଂକା ଲୁଟ ଘଟଣା ରେ ୨ ଗିରଫ
13/11/2018 at 2:42 PM

ଭୁବନେଶ୍ଵର;୧୩/୧୧- ରେଡ଼ିଏଣ୍ଟ କ୍ୟାସ ମ୍ୟାନଜମେଣ୍ଟ ଆକାଉଣ୍ଟରୁ ୪୦ ଲକ୍ଷ ଟଂକା ଲୁଟ ଘଟଣା । ୨ ଅଭିଯୁକ୍ତଂକ ଠାରୁ ୩୯ ଲକ୍ଷ ଟଂକା ଜବଦ । ଏଇ ଘଟଣାରେ କଂପାନୀର ଆହୁରି କିଛି କର୍ମଚାରୀ ସଂପୃକ୍ତି ଥବା ନେଇ ସନ୍ଦେହ ।୨ ଅଭିଯୁକ୍ତଂକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ଼ ।
Related Posts
କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
21 January 2021