Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

୪ ବର୍ଷର ଶିଶୁ ବେକରେ ପଶିଗଲା ଲୁହା ରଡ୍, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

2/08/2020 at 4:16 PM

ସାନଖେମୁଣ୍ଡି ୨।୮: ୪ ବର୍ଷର ଶିଶୁ ବେକରେ ପଶିଗଲା ଲୁହା ରଡ୍ । ଖେଳୁଥିବା ସମୟରେ ଲୁହା ରଡ୍ ପଶିଯାଇଥିବା ଜଣାପଡିଛି । କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, କେଶପୁର ନିକଟସ୍ଥ ଯଜ୍ଞସିନୀ ଗୌଡ ନାମକ ଜଣେ ମହିଳାଙ୍କ ୪ ବର୍ଷର ଶିଶୁ ଖେଳୁଥିବା ସମୟରେ ଲୁହାରଡ ପଶି ଯାଇଛି । ଦୁଇ ଘଣ୍ଟା ହେଲା ବ୍ରହ୍ମପୁର ବଡ଼ ମେଡିକାଲ କଜୁଆଲଟିରେ ଶିଶୁଟି ପଡିଛି । କେହି ଡାକ୍ତର ଆସୁନଥିବା ଅଭିଯୋଗ କରିଛନ୍ତି ଶିଶୁର ମା’ । ତୁରନ୍ତ ଶିଶୁର ଅସ୍ତ୍ରୋପଚାର କରାଯାଇ ବେକରୁ ଲୁହା ରଡ୍ ବାହାର କରିବା ପାଇଁ ଅନୁରୋଧ ।

   Related Posts