୪ ବର୍ଷର ଶିଶୁ ବେକରେ ପଶିଗଲା ଲୁହା ରଡ୍, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 02, 2020 IST

ସାନଖେମୁଣ୍ଡି ୨।୮: ୪ ବର୍ଷର ଶିଶୁ ବେକରେ ପଶିଗଲା ଲୁହା ରଡ୍ । ଖେଳୁଥିବା ସମୟରେ ଲୁହା ରଡ୍ ପଶିଯାଇଥିବା ଜଣାପଡିଛି । କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, କେଶପୁର ନିକଟସ୍ଥ ଯଜ୍ଞସିନୀ ଗୌଡ ନାମକ ଜଣେ ମହିଳାଙ୍କ ୪ ବର୍ଷର ଶିଶୁ ଖେଳୁଥିବା ସମୟରେ ଲୁହାରଡ ପଶି ଯାଇଛି । ଦୁଇ ଘଣ୍ଟା ହେଲା ବ୍ରହ୍ମପୁର ବଡ଼ ମେଡିକାଲ କଜୁଆଲଟିରେ ଶିଶୁଟି ପଡିଛି । କେହି ଡାକ୍ତର ଆସୁନଥିବା ଅଭିଯୋଗ କରିଛନ୍ତି ଶିଶୁର ମା’ । ତୁରନ୍ତ ଶିଶୁର ଅସ୍ତ୍ରୋପଚାର କରାଯାଇ ବେକରୁ ଲୁହା ରଡ୍ ବାହାର କରିବା ପାଇଁ ଅନୁରୋଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.